www.samajalive.in
Saturday, December 13, 2025
17.1 C
Bhubaneswar

ଚୋରି ଉଦ୍ୟମ ବେଳେ ଧରାପଡିଯିବାରୁ ଏସିଡ୍‌ ଫିଙ୍ଗିଲେ ଦୁର୍ବୃତ୍ତ, ୨ ମହିଳାଙ୍କ ସମେତ ୪ ଆହତ, ଜଣଙ୍କୁ ଧରିଲେ ଲୋକ

ଲକ୍ଷ୍ମୌ.- ଲକ୍ଷ୍ମୌର ନିକଟ, ମାଲ୍‌ ଅଞ୍ଚଳରେ   କିଛି ଦୁର୍ବୃତ୍ତ ଚୋରି କରିବା ସମୟରେ ଧରା ପଡିଯିବାରୁ ଦୁର୍ବୃତ୍ତମାନେ ଏସିଡ୍‌ ଫିଙ୍ଗି ଫେରାର ହେବା ପାଇଁ ଚେଷ୍ଟ କରିଛନ୍ତି  । ଏହି ଏସିଡ୍‌ ଆକ୍ରମଣରେ ୨ ଜଣ ମହିଳାଙ୍କ ସମେତ ୪ ଜଣ ଆହତ ହୋଇଛି । ମାତ୍ର ସେଠାରେ ଥିବା ଲୋକମାନେ ଜଣେ ଦୁର୍ବୃତ୍ତଙ୍କୁ ଧରିବାରେ ସଫଳ ହୋଇଛନ୍ତି ।

ଏହି ଦୁର୍ବୃତ୍ତମାନେ ମହିଳାଙ୍କ ଠାରୁ ଚୋରି କରିବା ପାଇଁ ଉଦ୍ୟମ କରିଥିଲେ । ଏତିକି ବେଳେ  ସେଠାରେ ଥିବା ଲୋକମାନେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରିଥିଲେ ।  ଜଣେ ଦୁର୍ବୃତଙ୍କୁ ସ୍ଥାନୀୟ ଲୋକ ଧରିବାପରେ ପୁଲିସକୁ ହସ୍ତାନ୍ତର କରିଛନ୍ତି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories