www.samajalive.in
Sunday, December 14, 2025
26.1 C
Bhubaneswar

ଅନୁଗୋଳ ଏସପି ଅଫିସର କନେଷ୍ଟବଳଙ୍କ ଘରେ ଚଢଉ

ଅନୁଗୋଳ: ଆୟ ବହିଭୁତ ସମ୍ପତି ଠୁଳ ଅଭିଯୋଗରେ ଅନୁଗୋଳ ଏସପି ଅଫିସର କନେଷ୍ଟବଳ ପ୍ରମୋଦ ପଟନାୟକଙ୍କ ଘର ଉପରେ ଭିଲଲାନ୍ସ ପକ୍ଷରୁ ଚଢ଼ଉ ହୋଇଛି । ନାଲକୋ ନଗର ଘର, ଅନୁଗୋଳ ପ୍ରଗତି ନଗର ଘର, ତଳମୁଳ ସ୍ଥିତ ବାସଭବନ, କିଶୋରନଗର ସ୍ଥିତ ଶ୍ବଶୁର ଘର ଏବଂ ଏସପି କାର୍ଯ୍ୟାଳୟରେ ଏକା କାଳିନ ଚଢ଼ଉ କରାଯାଇଛି । ଚଢଉ ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର, ସୁନା ସମେତ ନଗତ ଟଙ୍କା ଓ ପ୍ରାୟ ୧ କୋଟି ଟଙ୍କାର ଘର ଥିବା ସୂଚନା ମିଳିଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories