www.samajalive.in
Sunday, December 14, 2025
26.1 C
Bhubaneswar

ଏହି ମହିଳାଙ୍କ କଥା ମାନନ୍ତି ପଶୁ ପକ୍ଷୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ଇନଷ୍ଟାଗ୍ରାମରେ ଏକ ଭିଡିଓ ଏବେ ଭାଇରାଲ ହେଉଛି ଯେଉଁଥିରେ ଜଙ୍ଗଲର ସୁନ୍ଦର ଦୃଶ୍ୟ ନଜର ଆସୁଛି । ଏଥିରେ ହରିଣ, ମୟୁର ଆଦି ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି । ଏହା ମଧ୍ୟରେ ଜଣେ ମହିଳା ନଜର ଆସୁଛନ୍ତି ଯାହାକୁ ଦେଖି ହରିଣମାନେ ତାଙ୍କ ପଛେ ପଛେ ଯାଉଛନ୍ତି । ତାଙ୍କ କଥାରେ ରହିଯାଉଛନ୍ତି ଏବଂ ଗୋଟିଏ ପଦ ଡାକରେ ପୁଣି ଚାଲୁଛନ୍ତି । ଭିଡିଓଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

A post shared by Anubhav (@theanubhav1)

- Advertisement -

ଭିଡିଓକୁ ଏପର୍ଯ୍ୟନ୍ତ ୧୪ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଏବଂ ୬୩ ହଜାରରୁ ଅଧିକ ଲାଇକ୍ସ ମିଳିସାରିଛି । ସମସ୍ତେ କହୁଛନ୍ତି କି ଏହା ରସ୍ ଆଇଲ୍ୟାଣ୍ଡର ଦୃଶ୍ୟ । ସମସ୍ତେ ପ୍ରତିକ୍ରିୟା ରଖି କହୁଛନ୍ତି କି ମହିଳା ଜଣକ ସ୍ବପ୍ନର ଦୁନିଆକୁ ବାସ୍ତବରେ ଜୀଉଛନ୍ତି । କିଛି ୟୁଜର୍ସ ଏହି ସ୍ଥାନକୁ ସ୍ବର୍ଗ ବୋଲି କହୁଛନ୍ତି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories