ଅନୁଗୁଳ : ଏକ ୧୦୮ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଛି। ଏହା ଫଳରେ ୩ଜଣ ଆହତ ହୋଇଛନ୍ତି। ଏହି ଘଟଣା ଅନୁଗୁଳ ଜିଲା ବନ୍ତଳା ଥାନା ରଗୁଡିଆପଡା ଠାରେ ଘଟିଛି। ଆମ୍ବୁଲାନ୍ସଟି କଟକରେ ରୋଗୀଙ୍କୁ ଛାଡି ସମ୍ବଲପୁର ଫେରୁଥିଲା। ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Popular Categories



