ନୂଆଦିଲ୍ଲୀ : ‘ମି ଠୁ’ ବିବାଦରେ ଛନ୍ଦି ହୋଇଥିବା ପୂର୍ବତନ ସାମ୍ବାଦିକ ତଥା ବର୍ତ୍ତମାନର କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍.ଜେ ଆକବରଙ୍କ ଇସ୍ତଫା ଦାବି ତୀବ୍ର ହେଉଥିବାବେଳେ ବିଜେପି ତାଙ୍କ ଭବିଷ୍ୟତ ସମ୍ପର୍କରେ ରବିବାର ନିଷ୍ପତ୍ତି ନେଇପାରେ ବୋଲି ସୂଚନା ମିଳିଛି। ସମ୍ପ୍ରତି ବିଦେଶ ଗସ୍ତରେ ଥିବା ଆକବର ରବିବାର ଭାରତ ଫେରୁଛନ୍ତି। ତାଙ୍କ ବିରୋଧରେ ପୂର୍ବରୁ ଆଇନଗତ ମାମଲା ରହିଥିବାବେଳେ ସମ୍ପ୍ରତି ଆସିଥିବା ଯୌନ ନିର୍ଯାତନା ନେଇ ଦଳ ଓ ସରକାର ଅଦ୍ୟାବଧି ନିରବତା ଅବଲମ୍ବନ କରିଆସୁଛନ୍ତି।
Popular Categories



