www.samajalive.in
Friday, December 5, 2025
20.1 C
Bhubaneswar

ଏରୋ ଇଣ୍ଡିଆ ସୋ’ ପାଇଁ  ବେଙ୍ଗାଲୁରରେ ପହଞ୍ଚିଲା ତିନୋଟି ରାଫେଲ୍‌ ବିମାନ

ବେଙ୍ଗାଲୁର …-  ରାଫେଲ୍‌କୁ ନେଇ ରାଜନୀତି ବେଶ୍‌ ସରଗରମ ରହିଥିବା ବେଳେ ଏୟାର ସୋ ପାଇଁ  ବେଙ୍ଗାଲୁରରେ ତିନୋଟି ରାଫେଲ୍‌ ବିମାନ ପହଞ୍ଚିଛି ।  ଏରୋ ଇଣ୍ଡିଆର  ଦ୍ୱାଦଶତମ ଏୟାର ସୋ  ବେଙ୍ଗାଲୁରରେ ଅନୁଷ୍ଠିତ ହେବ । ଏହା ପାଞ୍ଚ ଦିନ ଧରି ଚାଲିବ । ଭାରତୀୟ ଯୁଦ୍ଧ ବିମାନ ସହ ଆମେରିକାର କିଛି ଯୁଦ୍ଧ ବିମାନ ଏହି  ଏୟାର ସୋ’ରେ ସାମିଲ ହେବେ ।

ଫେବ୍ରୁଆରୀ ୨୦ ତାରିଖରୁ ଏହି ଏୟାର ସୋ ଆରମ୍ଭ ହେବ । ଏଥିରେ ସାମିଲ ହୋଇଥିବା ରାଫେଲ୍‌ ବିମାନକୁ ଫ୍ରାନ୍ସର  ଡାସାଲଟ୍‌ କମ୍ପାନୀ ନିର୍ମାଣ କରିଛି । ଭାରତ ୩୬ଟି ରାଫେଲ୍‌ ବିମାନ କିଣିବା ପାଇଁ ଚୁକ୍ତି କରିଛି ।  ଆସନ୍ତା ସେପ୍ଟେମ୍ବର ମାସ ମଧ୍ୟରେ ଭାରତ ପକ୍ଷରୁ ଦିଆଯାଇଥିବା ବୈଶିଷ୍ଟ ସହ ରାଫେଲ୍‌ ବିମାନ  ଦେଶରେ ପହଞ୍ଚିବାର ସମ୍ଭାବନା ରହିଛି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories