www.samajalive.in
Friday, December 12, 2025
14.1 C
Bhubaneswar

ବଲିଉଡ ଅଭିନେତା ଫରାଜ ଖାନଙ୍କ ପରଲୋକ

ମୁମ୍ବାଇ : ବଲିଉଡ ଅଭିନେତା ଫରାଜ ଖାନଙ୍କ ବୁଧବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୬ବର୍ଷ ବୟସ ହୋଇଥିଲା।ଫରାଜ ଅସୁସ୍ଥ ହୋଇ ଦୀର୍ଘ ଦିନରୁ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।  ଏନେଇ ନିର୍ମାତା ତଥା ଅଭିନେତ୍ରୀ ପୂଜା ଭଟ୍ଟ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ପୂଜା ଭଟ୍ଟ ମଧ୍ୟ ଫରାଜ ଖାନଙ୍କ ମସ୍ତିଷ୍କ ସଂକ୍ରମଣ ବିଷୟରେ ସୂଚନା ଦେଇଥିଲେ। ଫାରାଜ ଖାନଙ୍କ ଦେହାନ୍ତ ଖବର ବାବଦରେ ସୂଚନା ଦେଇ ପୂଜା ଭଟ୍ଟ ଲେଖିଛନ୍ତି ଯେ, ଦୁଃଖର ସହିତ ଏକଥା କହିବାକୁ ପଡ଼ୁଛି ଯେ ଫରାଜ ଖାନ୍ ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ତାଙ୍କର ଶୂନ୍ୟ ସ୍ଥାନ।ପୂରଣ କରିବା ଅସମ୍ଭବ ଅଟେ । ଆପଣଙ୍କ ସାହାଯ୍ୟ ଏବଂ ଶୁଭ କାମନା ପାଇଁ ଧନ୍ୟବାଦ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories