www.samajalive.in
Wednesday, December 10, 2025
14.1 C
Bhubaneswar

ଭାରସ୍ୟାମ ହରାଇ କେନାଲକୁ ଖସି ପଡିଲା ୪୦୭ ଟ୍ରକ୍, ୪ ମୃତ

କାଲିମେଳା: ଧର୍ମଗଡ ବନ୍ଧାକଡ଼ାରେ ୪୦୭ ମିନି ଟକ୍ର ଓଲଟି ପଡି ଜଣେ ମହିଳାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ଜୟପାଟଣାରୁ କଲମପୁର ବ୍ଳକ ବନ୍ଧାକଣା ସାପ୍ତାହିକ ବଜାରକୁ ଏକ ପରିବା ବୋଝେଇ ୪୦୭ ମିନି ଟକ୍ର ଆସୁଥିବା ବେଳେ ବାଟରେ ଭାରସ୍ୟାମ ହରାଇ ଗଛରେ ପଡି ହୋଇ କେନାଲକୁ ଓଲଟି ପଡିଥିଲା । ମୃତ ମହିଳା ଜଣଙ୍କ ହେଲେ କପୁରମାଳର ଉଷା ନାୟକ ଏବଂ ଅନ୍ୟ ସମସ୍ତ ଗୁରୁତରଙ୍କୁ ଜୟପାଟଣା ମେଡିକାଲକୁ ପଠାଯାଇଥିଲା । ଘଟଣାସ୍ଥଳରେ ଟ୍ରକରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ମେଡିକାଲ ନେବା ବାଟରେ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଅନ୍ୟ ମୃତକମାନେ ହେଲେ କମୁାରୀ ନାୟକ(୪୦), ପ୍ରେମରାଜ ନାୟକ (୩୫) ଏବଂ ବେଲ ବାଗ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories