ଆନନ୍ଦପୁର : ୨୦ ହଜାର ଟଙ୍କା ଲାଞ୍ଚ ନେଇ ମେଡିକାଲ ଅଧିକାରୀ ଗିରଫ । ସାଇଁକୁଳ ମେଡିକାଲ ଅଧିକାରୀ ଡା.ରଞ୍ଜିତ କୁମାର ରାଉତ ଗିରଫ ହୋଇଛନ୍ତି । ଜଣେ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଘଟଣାର ତଦନ୍ତ ଜାରି ରହିଛି ।
Popular Categories

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!