www.samajalive.in
Friday, December 5, 2025
26.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ସମ୍ବାଦ

ବଡ ଖବର

# ଆଜି ଭାରତୀୟ ବାୟୁସେନାରେ ସାମିଲ ହେଲା ୮ଟି ଆମେରିକା ‘ଆପାଚେ ଏଏଚ-୬୪ଇ’ ଲଢୁଆ ହେଲିକପ୍ଟର, ପଠାନକୋଟ ଏୟାର ବେସରେ ପ୍ରସ୍ତୁତ

- Advertisement -

# ନବୀ ମୁମ୍ବାଇ ଉଡ଼ଣରେ ଏଲପିଜି ପ୍ଲାଣ୍ଟରେ ଆଜି ସକାଳୁ ଭୟାବହ ଅଗ୍ନିକାଣ୍ଡ – ୫ କର୍ମଚାରୀ ମୃତ, ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ଓ ଓଏନଜିସି ସାମିଲ

# ଖୁସିରେ ମସଗୁଲ ପଶ୍ଚିମ ଓଡିଶା – ଆଜି ପାଳିତ ହେଉଛି କୃଷିଭିତ୍ତିକ ଗଣ ପର୍ବ ନୁଆଁଖାଇ

ଆଞ୍ଚଳିକ

# ଖୁସିରେ ମସଗୁଲ ପଶ୍ଚିମ ଓଡିଶା – ଆଜି ପାଳିତ ହେଉଛି କୃଷିଭିତ୍ତିକ ଗଣ ପର୍ବ ନୁଆଁଖାଇ

# ସୁନ୍ଦରଗଡ଼ରେ ଲାଗି ହେଲା ନବାନ୍ନ – ସକାଳ ୮ଟା ୫୦ ମିନିଟରେ ଥିଲା ଶୁଭ ମୁହୂର୍ତ୍ତ 

# ସଭ୍ୟ ସଂଗ୍ରହ ଅଭିଯାନରେ ବିଜେଡିର ଆଧାର ଲିଙ୍କ କାର୍ଯ୍ୟକ୍ରମକୁ ପ୍ରଶ୍ନ ଉଠାଇଲେ ବିରୋଧୀ

# ନାଲକୋନଗର ନାଲ୍‌କୋ ସ୍ମେଲ୍ଟର ପ୍ଲାଣ୍ଟରେ ବିଳମ୍ବିତ ରାତିରେ ଦୁର୍ଘଟଣା, ଜଣେ କର୍ମଚାରୀ ଗୁରୁତର

# ସୀମାନ୍ତ ଛତିଶଗଡରେ ସୁରକ୍ଷା କର୍ମୀଙ୍କ ପାଇଁ ଖୋଳିଥିବା ଗାତରେ ଫସିଲେ ନକ୍ସଲ, ସାଥୀ ନକ୍ସଲ ଛାଡ଼ି ଚାଲିଗଲେ କିନ୍ତୁ ମାନବିକତା ଦେଖାଇ ହସ୍ପିଟାଲରେ ଭର୍ତ୍ତି କଲେ ସୁରକ୍ଷା କର୍ମୀ 

# ୧୨ ବର୍ଷ ଜେଲ୍‌ଦଣ୍ଡ ଭୋଗି ମୁକୁଳିବା ପରେ ୪ ଜଣ ବାଂଲାଦେଶୀ ଆଜି ନିଜ ଦେଶକୁ ଫେରିବେ 

# ରାଜ୍ୟ ସରକାର ଚାଷୀ ତାଲିକା ଦେଉନଥିବା କହିଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର

# ଆରଡ଼ି ବାବା ଆଖଣ୍ତଳମଣିଙ୍କ ମନ୍ଦିରରେ ଜଣେ ସେବାୟତଙ୍କୁ ମାଡ଼ ମାରିବା ଘଟଣାରେ, ଅଭିଯୁକ୍ତ ପୁଲିସ୍‌ କନେଷ୍ଟବଳଙ୍କୁ ଅନ୍ୟତ୍ର ବଦଳି

# ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ ଅଭିଯାନର ୬ ଦିନ ଭିତରେ ସୌନ୍ଦର୍ଯ୍ୟୀକରଣ କାମ ଆରମ୍ଭ କଲା ପ୍ରଶାସନ

# ଜଗା ବଳିଆଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଛି ୨୫ ଲକ୍ଷ ଟଙ୍କା – ଦିଲ୍ଲୀ ଏମ୍ସ

# ଜଗା ବଳିଆଙ୍କୁ ଓଡିଶା ଆଣିବା ପାଇଁ ଦିଲ୍ଲୀ ଯିବେ ୨ ଜଣ ଡାକ୍ତର

# ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା, ବଦଳିବେ କଟକ ଜିଲ୍ଲା ଗୁରୁଡ଼ିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ

# ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ଗାଁରେ କଳହ – ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

# ଶ୍ରୀମନ୍ଦିର ୭୫ ମିଟର ପରିଧି ଭିତରେ ପୁଣି ଚାଲିବ ଉଚ୍ଛେଦ ଅଭିଯାନ, ଆଜି ବଡ଼ ଆଖଡ଼ା ମଠ ପାଳି

# ଭୁବନେଶ୍ୱର ଖାରବେଳ ଭବନରେ ଆଡଭୋକେଟ ଜେନେରାଲ(ଏଜି)ଙ୍କ ଅଫିସ ଖୋଲିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

# ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସୂଚନା – ରାଜ୍ୟରେ ୧୦ ଲକ୍ଷ ୭୯ ହଜାର ଅଯୋଗ୍ୟ ହିତାଧିକାରୀ ଖାଦ୍ୟ ଯୋଜନାରୁ ବାଦ୍‌

ଜାତୀୟ 

# ଆଜି ଭାରତୀୟ ବାୟୁସେନାରେ ସାମିଲ ହେଲା ୮ଟି ଆମେରିକା ‘ଆପାଚେ ଏଏଚ-୬୪ଇ’ ଲଢୁଆ ହେଲିକପ୍ଟର, ପଠାନକୋଟ ଏୟାର ବେସରେ ପ୍ରସ୍ତୁତ

# ନବୀ ମୁମ୍ବାଇ ଉଡ଼ଣରେ ଏଲପିଜି ପ୍ଲାଣ୍ଟରେ ଆଜି ସକାଳୁ ଭୟାବହ ଅଗ୍ନିକାଣ୍ଡ – ୫ କର୍ମଚାରୀ ମୃତ, ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ଓ ଓଏନଜିସି ସାମିଲ

# ପି. ଚିଦାମ୍ୱରମ୍ ଏବଂ କାର୍ତ୍ତୀ ଚିଦାମ୍ୱରମଙ୍କ ଜାମିନ ରଦ୍ଦ କରିବା ପାଇଁ ଇଡି ଓ ସିବିଆଇ ପକ୍ଷରୁ ଦିଲ୍ଲୀର ରାଓ୍ୱଜ୍ ଏଭେନ୍ୟୁ କୋର୍ଟରେ ଆବେଦନ

# ପାକିସ୍ତାନ ଖୋଲାଖୋଲି ଆତଙ୍କବାଦର ବ୍ୟବହାର କରୁଛି – ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

# ଉତ୍ତର ପ୍ରଦେଶର ମିର୍ଜାପୁରସରକାରୀ ସ୍କୁଲରେ ପିଲାମାନେ ମଧ୍ୟାହ୍ଣ ଭୋଜନରେ ରୁଟି ସହ ଲୁଣ ଖାଉଥିବା ଖବର ପରିବେଷଣ କରିଥିବା ସାମ୍ବାଦିକଙ୍କ ବିରୋଧରେ ମାମଲା ରୁଜ୍ଜୁ କଲେ ଯୋଗୀ ସରକାର

# ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଆଶିଷ ଦତ୍ତ, ଖ୍ୟାତନାମା ବୈଜ୍ଞାନିକ ଆର୍‌. ରାଜାରମଣ ଏବଂ ଐତିହାସିକ ରୋମିଲା ଥାପରଙ୍କ ସମେତ ୧୨ଜଣ ପୂର୍ବତନ ପ୍ରଫେସରଙ୍କ କାର୍ଯ୍ୟର ସମୀକ୍ଷା ଲାଗି ସେମାନଙ୍କୁ ପ୍ରଶାସନ ମାଗିଲା ସିଭି

# ଉତ୍ତରପ୍ରଦେଶ ଶାହ୍‌ଜାହାନ୍‌ପୁରରେ ଆଇନ ଛାତ୍ରୀ ନିଖୋଜ ଓ ଭାଜପା ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କ ସମ୍ପୃକ୍ତି ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

# ଆସାମର ଜୋର୍‌ହାଟରେ ହିଂସା – ଜଣେ ଡାକ୍ତରଙ୍କୁ ପିଟି ପିଟି ହତ୍ୟା କଲେ ଉତ୍ତ୍ୟକ୍ତ ଲୋକେ

# ଜାପାନ ଗସ୍ତରେ ଯାଇ ଟୋକିଓରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଆନ୍ତର୍ଜାତିକ

# ନରମୁଛି ପାକିସ୍ତାନ, ପ୍ରଥମେ ପରମାଣୁ ଆକ୍ରମଣ କରିବେ ନାହିଁ ବୋଲି କହିଲେ ପ୍ରଧାନମନ୍ତ୍ରୀ ଇମରାନ ଖାନ

# ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନ ଜେଲରେ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ମିଛ କହିବାକୁ ବାଧ୍ୟ କରୁଛନ୍ତି ପାକିସ୍ତାନ ସେନା, ପୁଲିସ୍‌ ଏବଂ ସରକାର

# ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଏବେ ପିଓକେରେ ଲସ୍କର ଆତଙ୍କବାଦୀମାନଙ୍କୁ ତାଲିମ ଦେଉଛି ପାକିସ୍ତାନ

# ମାଡି ଆସୁଛି ସାମୁଦ୍ରିକ ବାତ୍ୟା ଡୋରିଆନ, ଉତ୍ତର ବାହାମସରେ ଛୁଇଁବ ସ୍ଥଳ ଭାଗ – ଆମେରିକାର ପ୍ରାୟ ୬ଶହ ବିମାନ ଉଡାଣ ବାତିଲ

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories