www.samajalive.in
Tuesday, December 9, 2025
16.1 C
Bhubaneswar

ନୋକିଆ ୧୦୫ର ବଜାର ପ୍ରବେଶ

ଭୁବନେଶ୍ୱର : ନୋକିଆ ଫୋନର ଏଚଏମଡି ଗ୍ଲୋବଲ ଏହାର ସମ୍ପୂର୍ଣ୍ଣ ନୂଆ ଚତୁର୍ଥ ପିଢ଼ୀର ସବୁଠାରୁ ଅଧିକ ଲୋକପ୍ରିୟ ବୈଶିଷ୍ଟ୍ୟର ନୋକିଆ ୧୦୫ର ଶୁଭାରମ୍ଭ କରାଇଛି। ଏହି ନୂଆ ନୋକିଆ ୧୦୫ରେ ସେହି ସମସ୍ତ ଗୁଣ ରହିଛି ଯେଉଁଥିପାଇଁ ନୋକିଆ ୧୦୫ ଜଣାଶୁଣା। ଏହାର ୧.୭୭ ଇଞ୍ଚର ରଙ୍ଗୀନ ସ୍କ୍ରିନ, କ୍ଲାସିକ ସ୍ନେକ ଏବଂ ଆଇଲ୍ୟାଣ୍ଡ କିମ୍ୟାଟ ଭଳି ଗେମ ଖେଳିବା ପାଇଁ ଉତ୍ତମ ହୋଇଥିବାବେଳେ ଡାଇଲିଙ୍ଗ୍ ଏବଂ ଟେକ୍ସଟିଂକୁ ସହଜ ଏବଂ ଆନନ୍ଦଦାୟକ କରିଥାଏ। ନୋକିଆ ୧୦୫ର ଡୁଆଲ ସିମ ନୀଳ, ପିଙ୍କ ଏବଂ କଳା ରଙ୍ଗରେ ୧,୧୯୯ ଟଙ୍କାରେ ଉପଲବ୍ଧ ା ମୋବିଲିଟିକୁ ପସନ୍ଦ କରୁଥିବା ଗ୍ରାହକମାନଙ୍କ ପାଇଁ ଏହି ଚତୁର୍ଥ ପିଢ଼ୀର ଫୋନକୁ ଡିଜାଇନ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories