www.samajalive.in
Thursday, December 11, 2025
16.1 C
Bhubaneswar

ଏୟାରଟେଲର ଏହି ଗ୍ରାହକମାନଙ୍କୁ ମିଳିବ ମାଗଣାରେ ଅତିରିକ୍ତ ଡାଟା

ନୂଆଦିଲ୍ଲୀ : ଏୟାରଟେଲ ପୁଣିଥିରେ ତାର ଗ୍ରାହକମାନଙ୍କ ପାଇଁ ଅତିରିକ୍ତ ଡାଟା ଦେବାର ଯୋଜନା କରିଛି। ସୂଚନା ଅନୁସାରେ, ଏୟାରଟେଲ ଗ୍ରାହକମାନଙ୍କୁ ଅତିରିକ୍ତ ୪୦୦ଏମବି ଡାଟା ସମ୍ପୂର୍ଣ୍ଣ ମାଗଣାରେ ମିଳିବ। ଏହି ଅତିରିକ୍ତ ଡାଟା ଏୟାରଟେଲର ପ୍ରିପେଡ଼୍ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ରହିଛି। ଏୟାରଟେଲ ସର୍ବପ୍ରଥମେ ୩୯୯ଟଙ୍କା, ୪୪୮ଟଙ୍କା ଏବଂ ୪୯୯ଟଙ୍କା ପ୍ଲାନ ନେଇଥିବା ଗ୍ରାହକମାନଙ୍କ ପାଇଁ ଏହି ଅତିରିକ୍ତ ପ୍ଲାନ୍ ଉପଲବ୍ଧ ଥିଲା।

କହିରଖୁଛୁ, ଏୟାରଟେଲର ୫୫୮ଟଙ୍କା ଏବଂ ୫୦୯ଟଙ୍କା ପ୍ରିପେଡ଼୍ ପ୍ଲାନ ସହିତ ପ୍ରତିଦିନ ୪୦୦ଏମବି ଅତିରିକ୍ତ ଡାଟା ମିଳୁଛି। ସେହିଭଳି ୪୯୯ଟଙ୍କା ପ୍ଲାନର ଗ୍ରାହକମାନେ ପ୍ରତିଦିନ ୨୫୦ଏବି ଅତିରିକ୍ତ ଡାଟା ପାଉଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories