ଦବିଲା ପଳାସୁଣୀ ଓଭରବ୍ରିଜ୍‍

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ହାଇଟେକ ଛକ ନିକଟର ନିକଟରେ ଓଭରବ୍ରିଜ୍‍ ଦବିଥିବା ଜଣାପଡିଛି।ଫଳରେ ଯାତାୟତ ପ୍ରଭାବିତ ହୋଇଛି। ଦବି ଥିବା ସ୍ଥାନକୁ କର୍ଡନ କରାଯାଇଛି। ଦବିବାର କାରଣ ଅନୁଧ୍ୟାନ କରାଯାଉଛି। ଘଟଣାସ୍ଥଳରେ ଟ୍ରାଫିକ ପୁଲିସ ପହଞ୍ଚିଥିବା ବେଳେ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀମାନେ ଫ୍ଲାଇଓଭର ଦବିବାର କାରଣ ଅନୁଧ୍ୟାନ କରୁଛନ୍ତି।

kalyan agarbati

Comments are closed.