“ମୁଁ ନିର୍ଦ୍ଦୋଷ, ମୋତେ ଫସାଯାଉଛି” : ପି. ଚିଦାମ୍ବରମ

ନୂଆଦିଲ୍ଲୀ : ଗତ କାଲିଠାରୁ ନିଖୋଜ ଥିବା ବରିଷ୍ଠ କଂଗ୍ରେସର ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ୱରମ ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚିଛନ୍ତି । ପି.ଚିଦାମ୍ୱରମ କଂଗ୍ରେସ କାର୍ଯ୍ୟାଳୟରୁ ସାମ୍ୱାଦିକ ସମ୍ମିଳନୀ କରି କରିଛନ୍ତି ଯେ, ମୁଁ ନିର୍ଦ୍ଦୋଷ, ମୋତେ ଫସାଯାଉଛି । ଚିଦାମ୍ୱରମଙ୍କ ସହ କଂଗ୍ରେସର ଅନ୍ୟ ସହଯୋଗୀ ନେତା କପିଲ ସିବ୍ବଲ, ଅଭିଷେକ ମନୁ ସିଙ୍ଗଭୀ ଏବଂ ସଲମାନ ଖୁର୍ସିଦ ଉପସ୍ଥିତ ଥିଲେ ।

 

kalyan agarbati

Comments are closed.