www.samajalive.in
Tuesday, December 9, 2025
26.1 C
Bhubaneswar

ଛୋଟା ରାଜନକୁ ୮ବର୍ଷ ସଶ୍ରମ କାରାଦଣ୍ଡ

ମୁମ୍ବଇ : ଏକ ହତ୍ୟା ଉଦ୍ୟମ ମାମଲାରେ କୁଖ୍ୟାତ ଡନ୍‌ ଛୋଟା ରାଜନକୁ ସ୍ଥାନୀୟ ସ୍ବତନ୍ତ୍ର ଅଦାଲତ ୮ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ରାଜନ୍‌ ସହିତ ତାର ୫ଜଣ ସହଯୋଗୀ ନିତ୍ୟାନନ୍ଦ ନାୟକ, ସେଲଭିନ୍‌ ଡାନିଏଲ, ରୋହିତ ଥାଙ୍ଗାପାନ୍‌, ସତୀଶ କାଲିଆ ଓରଫ ଯୋଶେଫ, ଦିଲୀପ ଉପାଧ୍ୟାୟ ଓ ତଲବିନ୍ଦର ସିଂହଙ୍କୁ ମଧ୍ୟ ସମାନ ଦଣ୍ଡାଦେଶ ହୋଇଛି। ସମସ୍ତଙ୍କୁ ୫ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଆଦେଶ ମଧ୍ୟ ହୋଇଛି। ଅନ୍ଧେରୀଠାରେ ୨୦୧୨​‌େ​‌ର ବି.ଆର ସେଟ୍ଟୀ ନାମକ ଜଣେ ହୋଟେଲ ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣା ନେଇ ସେମାନଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ୨୦୧୫ରେ ଇଣ୍ଡୋନେସିଆରୁ ତାକୁ ଗିରଫ କରି ଭାରତ ଅଣାଯିବା ପରଠାରୁ ରାଜନ ତିହାର ଜେଲ୍‌ରେ ରହିଛି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories