www.samajalive.in
Wednesday, December 10, 2025
14.1 C
Bhubaneswar

ନିର୍ବାଚନ କମିଶନର ଦାୟିତ୍ୱ ନେଲେ ଆଦିତ୍ୟ ପ୍ରସାଦ ପାଢ଼ୀ

ଭୁବନେଶ୍ୱର : ୧୯୮୩ ବ୍ୟାଚର ବରିଷ୍ଠ ଆଇଏଏସ ଆଦିତ୍ୟ ପ୍ରସାଦ ପାଢ଼ୀ ସୋମବାର ରାଜ୍ୟ ନିର୍ବାଚନ କମିଶନର ଭାବେ ଦାଯିତ୍ୱ ନେଇଛନ୍ତି  । ଆଗାମୀ ଦିନରେ ପୌର ଓ ପଞ୍ଚାୟତ ନର୍ବାଚନ ହେବାକୁ ଥିଲାବେଳେ ଏହାକୁ କିପରି ସୁଚାର ରୂପେ ପରିଚାଳନା କରିବେ କହିଛନ୍ତି  । ଦାୟିତ୍ୱ ହସ୍ତାନ୍ତର ପରେ ବିଦାୟୀ ନିର୍ବାଚନ କମିଶନର କହିଛନ୍ତି  ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି ସରିଛି । ଆଇନଗତ ଅସୁବିଧା ଯୋଗୁଁ ନିର୍ବାଚନ ହୋଇାପାରି ନାହିଁ । ଅସୁବିଧା ଦୂର ପରେ ନିର୍ବାଚନ ଅନୁଷ୍ଠିତ ହେବ ।

 

- Advertisement -

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories