www.samajalive.in
Thursday, December 11, 2025
13.1 C
Bhubaneswar

କ’ଣ କହୁଛନ୍ତି ପ୍ରଭାସ?

ମୁମ୍ବଇ : ଅଗଷ୍ଟ ଶେଷବେଳକୁ ବହୁ ପ୍ରତୀକ୍ଷିତ ବଲିଉଡ଼୍ ଚଳଚ୍ଚିତ୍ର ‘ସାହୋ’ ମୁକ୍ତିଲାଭ କରିବାକୁ ଯାଉଛି। ସାମାଜିକ ଗଣମାଧ୍ୟମ ଓ ଗଣମାଧ୍ୟମ ଉଭୟରେ ଏହି ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ମୁଖ୍ୟ ଭୂମିକାରେ ବାହୁବଳୀ ପ୍ରଭାସ, ଶ୍ରଦ୍ଧା କପୁର, ନିଲ୍ ନିତିନ୍ ମୁକେଶ, ଜ୍ୟାକି ଶ୍ରଫ୍ ଅଭିନୟ କରୁଛନ୍ତି। ନିକଟରେ ଏଇ ଚଳଚ୍ଚିତ୍ରର ପ୍ରଚାର ଅବସରରେ ପ୍ରଭାସ ନିଜ ମନକଥା ପ୍ରକାଶ କରିଛନ୍ତି। ତାଙ୍କ ମତରେ ବଲିଉଡ ଚଳଚ୍ଚିତ୍ରରେ କାମ କରି ସେ ଖୁବ୍ ଖୁସି। ଏବେ ତାଙ୍କର ଲକ୍ଷ୍ୟ ହେଲା କିଙ୍ଗ୍ ଖାନ୍ ଶାହରୁଖ୍ ଓ ସୁଲତାନ୍‌ ସଲମାନ୍‌‌ଙ୍କ ସହ କାମ କରିବାର ସୁଯୋଗ ପାଇବା। ତାଙ୍କ ପ୍ରିୟ ବଲିଉଡ ଚଳଚ୍ଚିତ୍ର ‘ସୋଲେ’ ବୋଲି କହିଥିବାବେଳେ ବିଗ୍ ବି ଅମିତାଭ ବଚ୍ଚନଙ୍କ ସେ ଜଣେ ବଡ଼ ପ୍ରଶଂସକ ବୋଲି ସ୍ବୀକାର କରିଛନ୍ତି। ବିବାହ ପ୍ରସଙ୍ଗରେ ପ୍ରଭାସ ଲାଜେଇ ଯିବାବେଳେ ଖୁବ୍ ଶୀଘ୍ର ପ୍ରଶଂସକଙ୍କୁ ଶୁଭ ଖବର ଜଣାଇବେ ବୋଲି ସ୍ପଷ୍ଟ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories