www.samajalive.in
Wednesday, December 10, 2025
26.1 C
Bhubaneswar

୨ଟି ବେଆଇନ୍ ହଷ୍ଟେଲ ଉପରେ ଚଢାଉ, ୭୧ଶିଶୁ ଉଦ୍ଧାର

କନ୍ଧମାଳ : କନ୍ଧମାଳ ଜିଲାର ଦୁଇଟି ବେଆଇନ ହଷ୍ଟେଲ ଉପରେ ଶୁକ୍ରବାର ଜିଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ପକ୍ଷରୁ ଚଢାଉ କରାଯାଇ ୭୧ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। କନ୍ଧମାଳର ବ୍ରାହ୍ମଣୀ ଗାଁ ଓ ଗଦାପୁର ଗାଁରେ ଥିବା ଦୁଇଟି ହଷ୍ଟେଲ ଉପରେ ଚଢାଉ କରାଯାଇଥିଲା। ବ୍ରାହ୍ମଣୀଗାଁ ହଷ୍ଟେଲରୁ ୫୩ ଓ ଗଦାପୁରଗାଁ ହଷ୍ଟେଲରୁ  ୧୮ପିଲାଙ୍କୁ ଉଦ୍ଧାର କରାଯାଇଛି। ହଷ୍ଟେଲକୁ ବନ୍ଦ କରିବା ପାଇଁ ସରକାରଙ୍କ ପକ୍ଷରୁ ୨୦୧୬ରେ ନୋଟିସ କରାଯାଇଥିଲାବେଳେ ନାମ ବଦଳାଇ ସେଠାରେ ହଷ୍ଟେଲ ଚାଲିଥିବା ସୂଚନା ମିଳିଛି।

Hot this week

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

Related Articles

Popular Categories