ପାଟକୁରା .- ପାଟକୁରା ବିଧାନସଭା ନିର୍ବାଚନର ଭୋଟ ଗଣିତି ଜାରି ରହିଛି। ଏକାଦଶ ରାଉଣ୍ଡ ଭୋଟ୍ ଗଣତି ଶେଷ ସୁଦ୍ଧା ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲଙ୍କୁ ୬୩,୭୮୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିର ବିଜୟ ମହାପାତ୍ରଙ୍କୁ ୪୯୦୬୦ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସର ଜୟନ୍ତ ମହାନ୍ତି ୧୬୯୩ ଖଣ୍ଡ ଭୋଟ ପାଇଛନ୍ତି ।
| ସାବିତ୍ରୀ ଅଗ୍ରଓ୍ୱାଲ | ୬୩,୭୮୭ ଖଣ୍ଡ ଭୋଟ |
| ବିଜୟ ମହାପାତ୍ର | ୪୯୦୬୦ ଖଣ୍ଡ ଭୋଟ |
| ଜୟନ୍ତ ମହାନ୍ତି | ୧୬୯୩ |



