www.samajalive.in
Sunday, December 14, 2025
26.1 C
Bhubaneswar

ନିରବ ମୋଦୀକୁ ୭ହଜାର ଦୁଇ ଶହ କୋଟି ଫେରାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପୁନେ ସ୍ଥିତ ଋଣ ଆଦାୟକାରୀ ଟ୍ରିବ୍ୟୁନାଲ୍‍ ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀ ଏବଂ ତାର ସହଯୋଗୀଙ୍କୁ ସାତ ହଜାର ୨୦୦ କୋଟି ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛି। ସଂପ୍ରତି ଲଣ୍ଡନରେ ହାଜତରେ ଥିବା ନିରବ ମୋଦୀକୁ ସୁଧସମେତ ଏହି ଅର୍ଥ ରାଶି ପଞ୍ଜାବ ନ୍ୟାସନାଲ୍‍ ବ୍ୟାଙ୍କ୍‍କୁ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛି।

ଏହି ବ୍ୟାଙ୍କ୍‍ ଠକେଇ ମାମଲାରେ ଭାରତ ପକ୍ଷରୁ ନିରବ ମୋଦୀକୁ ମୁଖ୍ୟ ଅଭିଯୁକ୍ତ ଭାବେ ଦେଶକୁ ଫେରାଇ ଆଣିବାକୁ
ଉଦ୍ୟମ କରାଯାଉଛି। ଋଣ ଆଦାୟକାରୀ ଟ୍ରିବ୍ୟୁନାଲ୍‍ର ଅଧିକାରୀ ଦୀପକ ଠକ୍କର ପଞ୍ଜବ ନ୍ୟାସନାଲ୍‍ ବ୍ୟାଙ୍କ୍‍ ଦ୍ୱାରା ଆଗତ ତିନୋଟି ମାମଲା ମଧ୍ୟରୁ ଦୁଇଟି ମାମଲାରେ ପଞ୍ଜାବ ନ୍ୟାସନାଲ୍‍ ବ୍ୟାଙ୍କ୍‍ ସପକ୍ଷରେ ରାୟ ଦେଇଛନ୍ତି।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories