www.samajalive.in
Sunday, December 7, 2025
16.1 C
Bhubaneswar

ଉଦ୍ୟାନକୃଷିବିଦ୍‍ ଓ ଫୁଲ ପ୍ରେମୀଙ୍କ ପାଇଁ ସ୍ୱର୍ଗୀୟ ସ୍ଥାନ

ଆପଣ ଉତ୍ତରାଖଣ୍ଡରେ ସ୍ଥିତ ଫୁଲର ଉପତ୍ୟକା ବିଷୟରେ ଜାଣିଛନ୍ତି କି ? ଏଠାକାର ସୁନ୍ଦରତାର ଆନନ୍ଦ ନେବାକୁ ଏଠାକୁ ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ଏହି ସ୍ଥାନକୁ ଭ୍ରମଣ ପାଇଁ ଆସିଥାଆନ୍ତି। ଏହା ଏକ ରାଷ୍ଟ୍ରୀୟ ଉଦ୍ୟାନ ଯାହା ଗଦବାଲ କ୍ଷେତ୍ରର ଚମୋଲୀ ଜିଲାରେ ଅବସ୍ଥିତ। ଏହା ବିଶ୍ୱର ଐତିହ୍ୟ ଭାବେ ମଧ୍ୟ ଘୋଷିତ ହୋଇଛି। ଜାଣନ୍ତୁ ଏହି ସୁନ୍ଦର ସ୍ଥାନ ବିଷୟରେ….

courtesy : thetravelbrief.com

ଫୁଲର ଉପତ୍ୟକା ୮୭.୫୦ କି.ମି ବର୍ଗ କ୍ଷେତ୍ର ବିଶିଷ୍ଟ ସ୍ଥାନରେ ରହିଛି। ଚାରିପାଖରେ ପାହାଡ଼ ପର୍ବତ ଦ୍ୱାରା ଘେରି ରହିଥିବା ଏହି ଘାଟି ଖୁବ ସୁନ୍ଦର ସ୍ଥାନ ଅଟେ। ଏଠାରେ ଆପଣ ୫୦୦ରୁ ଅଧିକ ପ୍ରଜାତିର ଫୁଲ ଦେଖିବାକୁ ପାଇବେ। ଏହି ସ୍ଥାନ ଉଦ୍ୟାନକୃଷିବିଦ୍‍ ( ଉଧ୍ୟାନ ବିଦ୍ୟାରେ ପ୍ରବୀଣ ବ୍ୟକ୍ତି ) ଓ ଫୁଲ ପ୍ରେମୀ ମାନଙ୍କର ବେଶ ପସନ୍ଦର ଓ ପ୍ରସିଦ୍ଧ ସ୍ଥାନ ଅଟେ।

- Advertisement -
courtesy : RailYatri Blog

ରାମାୟଣ ଓ ମହାଭାରତରେ ଏହି ଏହି ଫୁଲ ଉପତ୍ୟକା ବିଷୟରେ ବର୍ଣ୍ଣନା କରାଯାଇଛି ବୋଲି ପ୍ରଚଳିତ କଥା ରହିଛି। ମାନ୍ୟତା ଅନୁଯାୟୀ, ଏହା ସେହି ସ୍ଥାନ ଅଟେ, ଯେଉଁ ଠାରୁ ପ୍ରଭୁ ହନୁମାନ ଭଗବାନ ଶ୍ରୀରାମଙ୍କ ଭାଇ ଲକ୍ଷ୍ମଣଙ୍କ ପାଇଁ ସଞ୍ଜିବନୀ ବୁଟୀ ଆଣିଥିଲେ। ସ୍ଥାନୀୟ ଲୋକଙ୍କ ଧାରଣାରେ ଏହି ଘାଟିରେ ପରୀମାନେ ବାସ କରନ୍ତି ।

courtesy : cashadvance6online.com

ଏହାଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଅଟେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories