ଜାଣନ୍ତୁ ଏହି ପତ୍ର ଜାଳିଲେ ଆସିଥାଏ ସୌଭାଗ୍ୟ , ଏପରି ରହିଛି ବିଶ୍ୱାସ

0

ସାରା ବିଶ୍ୱରେ ଅନେକ ପ୍ରକାରର ବିଶ୍ୱାସ ରହିଛି । କାହାକୁ ଅନ୍ଧ ବିଶ୍ୱାସ କୁହାଯାଇଥାଏ ତ କାହାକୁ ପରମ୍ପରା  । ତେବେ ଏପରି କିଛି ବିଶ୍ୱାସ ରହିଛି ଯାହାର ସୁଫଳ ମିଳିଥାଏ । ସାଧାରଣତଃ ତେଜ ପତ୍ରକୁ ସମସ୍ତେ ରୋଷାଇରେ ବ୍ୟବହାର କରିଥାଆନ୍ତି । ମାତ୍ର ଏହାର ଅନ୍ୟ ପ୍ରୟୋଗ ରହିଛି । ଏହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ ।

ତେଜପତ୍ର ଧୂଆଁ ମୂର୍ଛା ରୋଗୀଙ୍କ ପାଇଁ ରାମ ବାଣ ସ୍ୱରୂପ କାମ କରିଥାଏ ।

ଯଦି ଆପଣଙ୍କଘରେ ବେଶୀ ଅସରପା ହେଉଛନ୍ତି  ତେବେ ତେଜପତ୍ର ଧୂଆଁ ଦିଅନ୍ତୁ ଅସରପାଙ୍କ ଠାରୁ ତ୍ରାହି ମି

ଳିବ ।

ସବୁଠାରୁ ବଡ କଥା ହେଉଛି ତେଜପତ୍ର ଧୂଆଁ ଦେଲେ ବାତାବରଣରେ ସକରାତ୍ମକ ଶକ୍ତି ଆସିଥାଏ  ବୋଲି ବିଶ୍ୱାସ ରହିଛି ।

 

ତେଜପତ୍ରରେ କିଛି ମନ କଥା ଲେଖି ଜାଳିଲେ ଏହା ବିଶ୍ୱ ବ୍ରହ୍ମାଣ୍ଡରେ ବ୍ୟାପୀ ଯାଇଥାଏ , ଭଲ କଥା ହୋଇଥିଲେ  ଏହା ପୂରଣ ହୋଇଥାଏ ।

Leave A Reply