www.samajalive.in
Friday, December 12, 2025
23.1 C
Bhubaneswar

ସବରକରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ମହାନ ସ୍ବାଧୀନତା ସଂଗ୍ରାମୀ ତଥା ହିନ୍ଦୁତ୍ବ ଆଦର୍ଶବାଦୀ ବିନାୟକ ଦାମୋଦାର ସବରକରଙ୍କ ୧୩୬ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ରାଜନାଥ ସିଂହ, ଅରୁଣ ଜେଟଲୀଙ୍କ ସମେତ ବିଜେପିର ପ୍ରମୁଖ ନେତମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସବରକରଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ମୋଦୀ ଟୁଇଟ୍ କରିଛନ୍ତି ଯେ ‘ସବରକରଙ୍କ ନିକଟରେ ଆମେ ନତମସ୍ତକ। ଏକ ଶକ୍ତ ଭାରତ ଗଠନ ପାଇଁ ସବରକର ଯେଉଁ ସାହସ, ଦେଶଭକ୍ତି ଦେଖାଇଛନ୍ତି ତାହା ଅତୁଳନୀୟ। ଦେଶ ଗଠନ ପାଇଁ ନିଜକୁ ଉତ୍ସର୍ଗ କରିବା ଲାଗି ଅନେକଙ୍କୁ ପ୍ରବର୍ତ୍ତାଇଥିଲେ। ୧୮୮୩ ଆଜିର ଦିନରେ ସବରକର ଜନ୍ମ ଗ୍ରହଣ କରିଥିଲେ।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories