www.samajalive.in
Saturday, December 13, 2025
14.1 C
Bhubaneswar

ଏହିସବୁ ରାଶିର ଝିଅଙ୍କୁ ମିଳିଥାଏ ଧନୀ ଜୀବନସାଥି

ସାଧାରଣତଃ ବିବାହ ପୂର୍ବରୁ ଝିଅ ଓ ତା’ର ପରିବାର ବର୍ଗ ପୁଅ କ’ଣ କାମ କରୁଛି ଓ କେତେ ଟଙ୍କା ରୋଜଗାର କରୁଛି ସେ ବିଷୟରେ ବୁଝି ଥାଆନ୍ତି। କାରଣ ସେମାନେ ଚାହାନ୍ତି ବିବାହ ପରେ ଅର୍ଥାଭାବ ଯୋଗୁଁ ଝିଅକୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ନପଡ଼ୁ। ତେବେ ଏହି କ୍ଷେତ୍ରରେ ଏପରି କିଛି ରାଶିର ଝିଅ ଅଛନ୍ତି ଯେଉଁମାନେ ଖୁବ୍ ଭାଗ୍ୟଶାଳୀ ହୋଇଥାଆନ୍ତି। କାରଣ ସେମାନଙ୍କୁ ଧନୀ ଜୀବନସାଥି ମିଳିଥାଏ। ଚାଲନ୍ତୁ ଜାଣିବା କେଉଁ ରାଶିର ଝିଅଙ୍କୁ ଧନୀ ଜୀବନସାଥି ମିଳିଥାଆନ୍ତି –

ମେଷ : ଏହି ରାଶିର ଝିଅମାନଙ୍କୁ ବହୁତ ଭଲ ପାଉଥିବା ଓ ଧନୀ ସ୍ବାମୀ ମିଳିଥାଏ। ଏହି ରାଶିର ଝିଅମାନଙ୍କ ଜୀବନସାଥି ବହୁତ ଯତ୍ନବାନ୍ ହୋଇଥାଆନ୍ତି। ସେମାନେ ନିଜ ସ୍ତ୍ରୀର ସବୁ ଇଚ୍ଛାକୁ ସମ୍ମାନ ଦେଇଥାନ୍ତି। ଏହି କାରଣରୁ ମେଷ ରାଶିର ଝିଅମାନେ ନିଜ ଶାଶୂଘରେ ବହୁତ ଖୁସିରେ ରହିଥା’ନ୍ତି।
ମିଥୁନ : ଏହି ରାଶିର ଝିଅମାନଙ୍କର ସ୍ବାମୀ ତାଙ୍କ ଭାବନାକୁ ସମ୍ମାନ କରିଥାନ୍ତି। ଧନୀ ହୋଇଥିବା କାରଣରୁ ଏମାନେ ତାଙ୍କ ସ୍ତ୍ରୀଙ୍କର ସବୁ ଇଚ୍ଛାକୁ ପୂରଣ କରିଥା’ନ୍ତି।
ତୁଳା : ତୁଳା ରାଶିର ଝିଅମାନଙ୍କୁ ବହୁତ ଧନୀ ଜୀବନସାଥି ମିଳିଥାଆନ୍ତି। ଏହା ସହିତ ଶାଶୂଘରର ଲୋକମାନେ ମଧ୍ୟ ଖୁବ୍ ସମୃଦ୍ଧ ହୋଇଥାନ୍ତି। ତୁଳା ରାଶିର ଝିଅ ମାନଙ୍କର ସ୍ବାମୀ ତାଙ୍କ ପ୍ରତି ସବୁବେଳେ ବିଶ୍ବସନୀୟ ଥାଆନ୍ତି ଏବଂ କେବେବି ସେମାନେ ତାଙ୍କ ସ୍ତ୍ରୀଙ୍କୁ ଧୋକା ଦିଅନ୍ତି ନାହିଁ।
କୁମ୍ଭ : ଏହି ରାଶିର ଝିଅମାନେ ମଧ୍ୟ ବହୁତ ଧନୀ ପୁଅକୁ ବିବାହ କରିଥାଆନ୍ତି। ଏହାସହିତ ସେମାନେ ନିଜ ସ୍ତ୍ରୀର ସବୁ ସ୍ବପ୍ନ ଏବଂ ଇଚ୍ଛା ପୂରଣ କରିଥାଆନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories