www.samajalive.in
Sunday, December 14, 2025
26.1 C
Bhubaneswar

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧କୋଟି ୬୦ ଲକ୍ଷ ଦାନ

ଭୁବନେଶ୍ୱର: ଅନେକ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି। ୧୪ଟି ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ୧ କୋଟି ୪୯ ଲକ୍ଷ ୭୧ ହଜାର ୭୬୯ ଟଙ୍କା ଦାନ କରାଯାଇଛି। ଇଷ୍ଟର୍ଣ୍ଣ ମେଡ଼ିଆ ପ୍ରାଇଭେଟ୍‍ ଲିମିଟେଡ ୫୦ଲକ୍ଷ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ କର୍ମଚାରୀ ସଂଘ ୫ଲକ୍ଷ, ସାଇ ଇଂଟରନ୍ୟାସନାଲ ସ୍କୁଲ ଛାତ୍ରଛାତ୍ରୀ ୫ଲକ୍ଷ, ଆକାଶ ଇନଷ୍ଟିଚ୍ୟୁଟ ୫୧ ଲକ୍ଷ, ଲାଲ୍‍ଚାନ୍ଦ ଜୁଏଲର୍ସ ୧୧ଲକ୍ଷ, ଗଞ୍ଜାମ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାର କର୍ମଚାରୀ ୩ଲକ୍ଷ ୪୧ହଜାର ୯୧୦, ଜଲାନ କାର୍ବନ ଆଣ୍ଡ କେମିକାଲ୍ସ ୫ଲକ୍ଷ, ବରଗଡ଼ ଜିଲ୍ଲା ପ୍ରଶାସନ ୧୫ଲକ୍ଷ ୭୬ହଜାର, ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରସ୍‍ ଆସୋସିଏସନ ୧ଲକ୍ଷ, ସାରଦା ମାଇନ୍ସର କର୍ମଚାରୀ ଗଣ ୧ଲକ୍ଷ ୭୦ହଜାର ୯୭୮, ନ୍ୟାସନାଲ ଲ ୟୁନିଭରସିଟି ୧୨ହଜାର ୮୦୦, ଭୋପାଳର ଉତ୍କଳ ସାଂସ୍କୃତିକ ପରିଷଦ ୩୦ ହଜାର, ବଡ଼ଚଣା ଯୁବକ ସଂଘ ୨୦ ହଜାର, ଋଷିକୁମାର ପଟେଲ ୨୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଅନ୍ୟ ପକ୍ଷରେ ଶ୍ରୀମତୀ ଗୀତା ମେହେଟା ୧୦ଲକ୍ଷ ଟଙ୍କାର ଚେକ୍‍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories