www.samajalive.in
Saturday, December 13, 2025
21.1 C
Bhubaneswar

୨୩ଟି ସଂସ୍ଥା ଦାନ କଲେ ୧୩କୋଟି ୪୬ଲକ୍ଷ

ଭୁବନେଶ୍ୱର: ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୩କୋଟି ୪୬ଲକ୍ଷ ଦାନ ମିଳିଛି। ଓଡ଼ିଶା ବନ ଉନ୍ନୟନ ନିଗମ ପକ୍ଷରୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୋମବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୨କୋଟି ଟଙ୍କାର ଚେକ୍‍ ପ୍ରଦାନ କରିଛନ୍ତି।

ସିରାଜଉଦ୍ଦିନ ଆଣ୍ଡ କୋ ୫ କୋଟି, ଓଡ଼ିଶା ବେଭେରେଜ କର୍ପୋରେସନ ୫କୋଟି, ଖିମଜୀ ଦୟାଭାଇ ଆଣ୍ଡ ସନସ ୨୧ଲକ୍ଷ, ଜ୍ୟୋତି ମୋଟର୍ସ ୧୦ଲକ୍ଷ, ଫାଲକନ ମେରାଇନ ଏକ୍ସପୋର୍ଟ ପ୍ରାଇଭେଟ୍‍ ଲିମିଟେଡ ୨୦.୧୨ଲକ୍ଷ, ଫାଲକନ ମେରାଇନ୍‍ର ସିଇଓ ପି. ପଦ୍ମନାଭନ ୫ଲକ୍ଷ, ଦେବାଶିଷ ପଟ୍ଟନାୟକ ୧ଲକ୍ଷ, ଅନ୍ନପୂର୍ଣ୍ଣା ଫାଇନାନ୍ସ ପକ୍ଷରୁ ଗୋବିନ୍ଦ ପଟ୍ଟନାୟକ ୨୫ଲକ୍ଷ, ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୯ଲକ୍ଷ, ୱିଙ୍ଗ କମାଣ୍ଡର ଡ. ଭ୍ରମରବର ନାୟକ ୨୮, ୧୦୦, ବାରିପଦାର ଶୁଭ କୁମାର ପାତ୍ର ୫୦ ହଜାର, କଳିଙ୍ଗ କମର୍ସିଆଲ କର୍ପୋରେସନ ୧୦ଲକ୍ଷ, ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଭୂପିନ୍ଦର ସିଂ ୧ଲକ୍ଷ, ସମ୍ବାଦ କଳିକା ୧ ଲକ୍ଷ, କେନ୍ଦ୍ରାପଡ଼ା ନୌଜୱାନ ୟୁନିଅନ ୧୧ହଜାର, ଭୁବନେଶ୍ୱରର ପଦ୍ମା ହସ୍‍ପିଟାଲ ୫୦ ହଜାର, ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ୧ଲକ୍ଷ, ଏକ୍ସିମ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡ ଡ. ସୁରେଶ୍ୱର ଦାସ ୨ଲକ୍ଷ, ସିଆଇଏସଏଫ(ଏୟାରପୋର୍ଟ) ୧ଲକ୍ଷ, ସୋସାଇଟି ଅଫ୍‍ ଜିଇଓ ସାଇଂଟିଷ୍ଟ ୧ଲକ୍ଷ, ସାଂସଦ ପ୍ରତାପ କେଶରୀ ଦେବ ୫ଲକ୍ଷ ଏବଂ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ୧ଲକ୍ଷ ଟଙ୍କାର ଚେକ୍‍ ପ୍ରଦାନ କରିଛନ୍ତି। ୨୩ଟି ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ୧୩ କୋଟି ୪୫ଲକ୍ଷ ୫୧ ହଜାର ୧୦୦ ଟଙ୍କା ଦାନ କରାଯାଇଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories