www.samajalive.in
Monday, December 8, 2025
13.1 C
Bhubaneswar

‘ଭିିଭୋ ଭି-୧୫ପ୍ରୋ’ ୮ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜ ମଡେଲର ବଜାର ପ୍ରବେଶ

ନୂଆଦିଲ୍ଲୀ : ଚୀନ ସ୍ମାର୍ଟଫୋନ କମ୍ପାନୀ ‘ଭିଭୋ ଭି-୧୫ପ୍ରୋ’ର ୮ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜର ବଜାର ପ୍ରବେଶ ହୋଇଛି। ଏହି ଫୋନର ବଜାର ପ୍ରବେଶ ପରେ କମ୍ପାନୀ ତରଫରୁ ୨ହଜାର ଟଙ୍କାର ରିଆତି ଘୋଷଣା କରାଯାଇଛି। ରିଆତି ପରେ ଭିଭୋ ଭି-୧୫ପ୍ରୋର ୨୮,୯୯୦ଟଙ୍କା ମଲ୍ୟର ଫୋନକୁ ୨୬,୯୯୦ଟଙ୍କାରେ ପାଇପାରିବେ।

pic courtesy-my smart price

‘ଭିିଭୋ ଭି-୧୫ପ୍ରୋ’ର ବିଶେଷତ୍ୱ
‘ଭିଭୋ ଭି-୧୫ପ୍ରୋ’ର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ୬.୩ଇଞ୍ଚର ଫୁଲ ଏଚଡି ପ୍ଲସ ସୁପର ଏମୋଲେଡ୍‍ ଡିସପ୍ଲେ ମିଳିବ। ଏହାବ୍ୟତୀତ ଫୋନରେ କ୍ୱାଲାକମର ସ୍ନାପଡ୍ରାଗନ ୬୭୫ପ୍ରୋସେସର ସହିତ ଇନ-ଡିସପ୍ଲେ ଟିପଚିହ୍ନ ସେନସର ମଧ୍ୟ ଦିଆଯାଇଛି। ଫୋନରେ ୬ଜିବି ରାମ ସହିତ ୧୨୮ଜିବି ଷ୍ଟୋରେଜ ରହିଛି। ଯାହାକୁ ମେମୋରୀ କାର୍ଡ ସାହାଯ୍ୟରେ ୨୫୬ଜିବି ପର୍ଯ୍ୟନ୍ତ ବଢାଇପାରିବେ।

- Advertisement -
pic courtesy-telecomtalk

ଭିଭୋ ଭି-୧୫ପ୍ରୋର କ୍ୟାମେରା
ଫୋନର ପଛପଟେ ତିନୋଟି କ୍ୟାମେରା ରହିଛି। ଯେଉଁଥିରେ ଗୋଟି କ୍ୟାମେରା ୧୨ମେଗାପିକ୍ସେଲ, ଦ୍ୱିତୀୟଟି ୮ମେଗାପିକ୍ସେଲ ଏବଂ ତୃତୀୟଟି ୫ମେଗାପିକ୍ସେଲର ହେବ। ସେହିଭଳି ଏହି ଫୋନରେ ୩୨ମେଗାପିକ୍ସେଲର ପପ୍‍ଅପ୍‍ ସେଲଫି କ୍ୟାମେରା ରହିଛି। ଏଥିରେ ୩୭୦୦ଏମ୍‍ଏଚ୍‍ର ବ୍ୟାଟେରି ପାଇପାରିବେ ଯାହା ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିଥାଏ।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories