www.samajalive.in
Sunday, December 14, 2025
26.1 C
Bhubaneswar

ଜଷ୍ଟିସ ଗୋଗୋଇଙ୍କୁ କ୍ଲିନ ଚିଟ ଦେବା ରିପୋର୍ଟ ସାର୍ବଜନୀନ କରିବାକୁ ଦାବି

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରୀୟ ସୂଚନା ଆୟୋଗ ଶ୍ରୀଧର ଆଚାର୍ୟୁଲୁ କହିଛନ୍ତି ଯେ ଯୌନ ଉତ୍ପୀଡ଼ନ ମାମଲାରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ କ୍ଲିନ ଚିଟ ଦେଇଥିବା ଆଭ୍ୟନ୍ତରୀଣ କମିଟି ରିପୋର୍ଟକୁ ସାର୍ବଜନୀନ କରାଯାଉ। ଏହି ରିପୋର୍ଟକୁ ସାର୍ବଜନୀନ ନ କରିବା ନେଇ କୌଣସି କାରଣ କିମ୍ବା ଆଇନ ନାହିଁ। ସେ କହିଛନ୍ତି, ପ୍ରଧାନ ବିଚାରପତି ଓ ଅନ୍ୟମାନେ ଏହି ଘଟଣା ପଛରେ ବହୁତ ବଡ ଷଡଯନ୍ତ୍ର ଥିବା କହିଥିଲେ।

ସେ କହିଛନ୍ତି ଯେ ଯଦିଓ ଜନ ହିତକର ମାମଲା ସମ୍ପର୍କରେ ସମସ୍ତଙ୍କର ଜାଣିବାର ଅଧିକାର ରହିଛି କିନ୍ତୁ ଯୌନ ଉତ୍ପୀଡ଼ନ ମାମଲାରେ ତଥ୍ୟ ସବୁକୁ ସାର୍ବଜନୀନ କରାଯାଇ ପାରିବ ନାହିଁ। ତେବେ ଆଭ୍ୟନ୍ତରୀଣ କମିଟି ଦ୍ୱାରା ଦିଆଯାଇଥିବା ରିପୋର୍ଟ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ସାର୍ବଜନୀନ କରାଯିବ ଆବଶ୍ୟକ। ସୋମବାର ପ୍ରଧାନ ବିଚାରପତିଙ୍କୁ କ୍ଲିନ ଚିଟ ଦିଆଯିବ ପରେ, ସୁପ୍ରିମକୋର୍ଟ ମହାସଚିବ ଇନ୍ଦିରା ଜୟସିଂ ବନାମ ସୁପ୍ରିମକୋର୍ଟ ଓ ଅନ୍ୟାନ୍ୟ ମାମଲା ସ୍ମରଣ କରାଇ କହିଛନ୍ତି ଯେ, ଏହି ଯାଞ୍ଚ ରିପୋର୍ଟ ସାର୍ବଜନୀନ କରାଯାଇ ପାରିବ ନାହିଁ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories