www.samajalive.in
Sunday, December 14, 2025
14.1 C
Bhubaneswar

ଭୋଟଦାନ ସମୟରେ ମଦବିକ୍ରି ନେଇ ହୋଟେଲ ମାଲିକ ଗିରଫ

ଖୁଣ୍ଟା : ଖୁଣ୍ଟା ବ୍ଲକ ଅନ୍ତର୍ଗତ ଡୁୁକୁରା ସ୍ଥିତ ମୋହନ ହୋଟେଲ ଉପରେ ସୋମବାର ପୂର୍ବାହ୍ନରେ ଖୁୁଣ୍ଟା ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇଛି। ଏହି ଚଢଉରେ ଅବକାରୀ ବିଭାଗ ହୋଟେଲ ମାଲିକ ଲାଲମୋହନ ଓରଫ ଟୁକୁନୁ(୨୩)କୁ ଗିରଫ କରିଛି। ଡୁକୁରା ଅଞ୍ଚଳରେ ଭୋଟଦାନ ଚାଲିଥିବା ବେଳେ ମୋହନ ହୋଟେଲରେ ମଦ ବିକ୍ରି କରାଯାଉଥିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଚଢଉ ସମୟରେ ୪୮ଟି ବୋତଲରେ ଥିବା ଲି୮.୬୪୦ମିଲି ବିଦେଶୀ ମଦ, ୧୬ଟି ବୋତଲରେ ଥିବା ଲି୧୦.୪୦୦ମିଲି ବିୟର, ଦୁଇଟି ଜାରକେନରେ ୧୦ଲିଟର ଲେଖାଏ ୨୦ଲିଟର ନକଲି ମଦ ଓ ଗୋଟିଏ ଫ୍ରିଜ ଜବତ କରାଯାଇଥିଲା।

Hot this week

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

Related Articles

Popular Categories