www.samajalive.in
Thursday, December 11, 2025
16.1 C
Bhubaneswar

ଆଇପିଏଲ କ୍ରିକେଟ : ଆଜି ଚେନ୍ନଇ-ମୁମ୍ବଇ ମୁହାଁମୁହିଁ

କୋଲକାତା : ଆଇପିଏଲ-୨୦୧୯ର ଆଜି(ଶୁକ୍ରବାର) ମ୍ୟାଚରେ ଚେନ୍ନଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନଇ ସୁପର କିଙ୍ଗସ୍ ଓ ମୁମ୍ବଇ ଇଣ୍ଡିଆନସ୍ ମଧ୍ୟରେ ୪୪ତମ ମ୍ୟାଚ୍ ଅନୁଷ୍ଠିତ ହେବ। ରାତି ୮ଟାରେ ଏହି ମ୍ୟାଚ ଖେଳାଯିବ।
ଚଳିତ ଆଇପିଏଲରେ ବର୍ତ୍ତମାନ ସୁଦ୍ଧା ଚେନ୍ନଇ ସୁପରକିଙ୍ଗସ୍ ଦଳ ୧୧ଟି ମ୍ୟାଚ ଖେଳି ୮ଟି ବିଜୟ ୩ଟି ପରାଜୟ ସହିତ ୧୬ପଏଣ୍ଟ୍ ପାଇ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛି । ସେହିପରି ମୁମ୍ବଇ ଇଣ୍ଡିଆନସ୍ ୧୦ଟି ମ୍ୟାଚ ଖେଳି ୬ଟି ବିଜୟ ଏବଂ ୪ଟି ପରାଜୟ ସହିତ ୧୨ପଏଣ୍ଟ ପାଇ ପଏଣ୍ଟ୍ ତାଲିକାର ତୃତୀୟ ସ୍ଥାନରେ ରହିଛି।

ଆଇପିଏଲ୍‌-୧୨ର ପଏଣ୍ଟ ଟେବୁଲ

ଦଳ              ମ୍ୟାଚ୍    ବିଜୟ   ପରାଜୟ     ପଏଣ୍ଟ     ନେଟ୍‌ ରନ୍‌ରେଟ୍‌
ଚେନ୍ନଇ          ୧୧       ୮          ୩          ୧୬           ୦.୦୯୧
ଦିଲ୍ଲୀ             ୧୧       ୭          ୪          ୧୪            ୦.୧୮୧
ମୁମ୍ବଇ           ୧୦       ୬          ୪          ୧୨            ୦.୩୫୭
ହାଇଦରାବାଦ  ୧୦       ୫           ୫          ୧୦           ୦.୬୫୪
ପଞ୍ଜାବ          ୧୧      ୫           ୬          ୧୦             -୦.୧୧୭
କଲକାତା       ୧୧       ୪          ୭            ୮             -୦.୦୫୦
ରାଜସ୍ଥାନ       ୧୧       ୪         ୭             ୮             -୦.୩୯୦
ବାଙ୍ଗାଲୋର    ୧୧       ୪         ୭             ୮             -୦.୬୮୩

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories