www.samajalive.in
Saturday, December 13, 2025
26.1 C
Bhubaneswar

ଜାଣନ୍ତୁ, ବିବାହ ଦିନ ବର୍ଷା ହେଲେ ମିଳିଥାଏ କି ସଙ୍କେତ ?

ବିବାହ ଦିନ ବର୍ଷା ହେଲେ ସବୁ ପରିଶ୍ରମରେ ପାଣି ବୃଥା ହେଲା ଭଳି ମନେ ହୁଏ । ବର ଓ କନ୍ୟା ପକ୍ଷର ଲୋକଙ୍କ ପାଇଁ ଏହା ଏକ ବଡ ସମସ୍ୟା ଭଳି ଉଭା ହୁଏ । ତେଣୁ ବିବାହ ଦିନ ବର୍ଷା ହେବାର ସୂଚନା ପାଇଲେ କିଛି ଲୋକେ ଆଗୁଆ ମା’ ତାରିଣୀଙ୍କ ନିକଟରେ ନଡିଆ ମାନସିକ କରିଥାନ୍ତି । ଏହା ଦ୍ବାରା ବର୍ଷାକୁ ରୋକା ଯାଇ ପାରିବ ବୋଲି ସେମାନେ ଭାବନ୍ତି । କିନ୍ତୁ ଏହା ପ୍ରକୃତରେ ଭୁଲ୍ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିବାହ ଦିନ ବର୍ଷା ହେଲେ ଭଗବାନ ଏକ ସଙ୍କେତ ଦେଇଥାନ୍ତି ।

- Advertisement -

ହିନ୍ଦୁ ଧର୍ମ ଅନୁଯାୟୀ ବିବାହ ଦିନ ବର୍ଷା ହେଲେ ଏହାକୁ ଶୁଭ ବୋଲି ବିଶ୍ବାସ କରାଯାଏ । ଏହି ଦିନ ବର୍ଷା ହେବାର ଅର୍ଥ ଭଗବାନ ଏହି ବିବାହକୁ ନେଇ ସନ୍ତୁଷ୍ଟ ହୋଇଛନ୍ତି । ଏହା ଏକ ସଫଳ ବିବାହ ବୋଲି ପ୍ରକୃତି ମଧ୍ୟ ଇଶାରା ଦେଇଥାଏ । ଉଭୟ ନବ ଦମ୍ପତ୍ତିଙ୍କୁ ଇଶ୍ବରଙ୍କ କୃପା ଲାଭ ହୋଇଥାଏ । ବିବାହ ଦିନ ବର୍ଷା ହେଲେ ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ସାଂସାରିକ ଜୀବନ ସମୃଦ୍ଧିରେ ପରିପୂର୍ଣ୍ଣ ହୋଇଥାଏ । ତେଣୁ ବିବାହ ଦିନ ବର୍ଷା ହେବା ଭଗବାନଙ୍କ ଶୁଭ ସଙ୍କେତ ବୋଲି କୁହାଯାଏ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories