www.samajalive.in
Saturday, December 13, 2025
21.1 C
Bhubaneswar

୮୪ ଲକ୍ଷ ଜନ୍ମ ପରେ ମିଳେ ମନୁଷ୍ୟ ଜୀବନ

ଧର୍ମଗ୍ରନ୍ଥ ଅନୁସାରେ ଭଗବାନ ଜୀବଜନ୍ତୁ,ଗଛ ଓ ପଶୁପକ୍ଷୀ ଆଦି ସୃଷ୍ଟି କରିଛନ୍ତି। ଏମାନଙ୍କ ମଧ୍ୟରୁ ମନୂଷ୍ୟ ଜୀବନ ଅତି ଦୁର୍ଲ୍ଲଭ ଅଟେ। ସେଥିପାଇଁ ଆମକୁ ଏହି ମନୁଷ୍ୟ ଜନ୍ମର ସଦୁପଯୋଗ କରିବା ଉଚିତ। ତେବେ ଯାଇ ଆମକୁ ପୁନର୍ବାର ମନୁଷ୍ୟ ଜନ୍ମ ମିଳିପାରିବ। ମନୁଷ୍ୟ ଜନ୍ମ ସମ୍ବନ୍ଧରେ ବିଭିନ୍ନ ଗ୍ରନ୍ଥରେ ଭିନ୍ନ ଭିନ୍ନ ମନ୍ତବ୍ୟ ରହିଛି ଆସନ୍ତୁ ସେହି ସମ୍ବନ୍ଧରେ ଜାଣିବା ..

ଭଗବାନ ୮୪ ଲକ୍ଷ ଜୀବନ ଚକ୍ର ତିଆରି କରିଛନ୍ତି। ସେଥିମଧ୍ୟରୁ ୩୦ ଲକ୍ଷ ପ୍ରଜାତିର ବୃକ୍ଷଲତା, ୨୭ ଲକ୍ଷ ପ୍ରଜାତିର କୀଟ ପତଙ୍ଗ, ୧୪ ଲକ୍ଷ ପ୍ରଜାତିର ପକ୍ଷୀ, ୯ ଲକ୍ଷ ପ୍ରଜାତିର ଜଳଚର ପ୍ରାଣୀ ଓ ୪ ଲକ୍ଷ ପ୍ରଜାତିର ପଶୁ ଜନ୍ମ ପାଇଛନ୍ତି। ଏହି ସବୁ ଜୀବନ ପାଇବା ପରେ ଭଲ କର୍ମକୁ ଆଧାର କରି ଜୀବକୁ ମନୁଷ୍ୟ ଜନ୍ମ ଦିଆଯାଇଥାଏ।

- Advertisement -

ଆଚାର୍ଯ୍ୟ ଚାଣକ୍ୟଙ୍କ ବାକ୍ୟ ଅନୁସାରେ:

ନଷ୍ଟ ହୋଇଥବା ଧନ ପୂର୍ଣ୍ଣ ପ୍ରାପ୍ତ କରାଯାଇଥାଏ, ଦୂରକୁ ଯାଇଥିବା ବ୍ୟକ୍ତିକୁ ପାଖକୁ ଆଣି ହୋଇଥାଏ। କିନ୍ତୁ ମନୁଷ୍ୟ ଜୀବନ ଥରେ ନଷ୍ଟ ହୋଇଗଲା ପରେ ଆଉ ମିଳି ପାରି ନ ଥାଏ। ତେଣୁ ମନୁଷ୍ୟ ଜନ୍ମ ପାଇଥିବା ବ୍ୟକ୍ତି ସର୍ବଦା ପରୋପକାର ଓ ଭଲ କର୍ମ କରିବା ଉଚିତ। ଯାହାଦ୍ୱାରା ସେ ପୁନର୍ବାର ମନୁଷ୍ୟ ଜନ୍ମ ପାଇବାକୁ ସକ୍ଷମ ହେବ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories