www.samajalive.in
Wednesday, December 10, 2025
18.1 C
Bhubaneswar

ନକଲି ମଦ କାରଖାନା ଠାବ, ମାଲିକ ଗିରଫ

ସୋର : ସିମୁଳିଆ ଅଡା ଗ୍ରାମରେ ଶନିବାର ସକାଳୁ ନକଲି ମଦ କାରଖାନା ଠାବ ହୋଇଛି। ଗ୍ରାମରେ ନକଲି ମଦ କାରଖାନା ଚାଲିଥିବା ଖବର ପାଇ ଫ୍ଲାଇଂ ସ୍କ୍ବାଡ ସେଠାରେ ଚଢାଉ କରିଥିଲେ। ଏହି ଘଟଣାରେ କାରଖାନା ମାଲିକ ଅଜିତ ବାରିକଙ୍କୁ ଗିରଫ କରାଯାଇଛି। କାରଖାନାରୁ ବିପୁଳ ପରିମାଣରେ ସ୍ପିରିଟ, ୫୦୦ଟି ଲେଭେଲ୍‌, ମେସିନ ଓ ଖାଲି ବୋତଲ ଫ୍ଲାଇଂ ସ୍କ୍ବାଡ ଜବତ କରିଛି। ଏହାସହ ୫୦୦ଟି ଠିପି ଓ ୭୦ଲିଟର ମଦ ଜବତ କରାଯାଇଛି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories