ବାଙ୍କୀ : ସାହାଡାପଦା ପାଇକ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ବଖରା ଜଳି ଯାଇଛି। ଗ୍ରାମରେ ରାମଲୀଳା ଚାଲିଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ରାମଲୀଳା ପେଣ୍ଡାଲ ମଧ୍ୟ ଜଳି ଯାଇଥିବା ଜଣାପଡିଛି। ଖବର ପାଇ ବାଙ୍କୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି।
Popular Categories



