www.samajalive.in
Saturday, December 13, 2025
21.1 C
Bhubaneswar

ଭାରତୀୟ ହ୍ୟାଣ୍ଡବଲ ଦଳରେ ଓଡ଼ିଶାର ଆର୍ଯ୍ୟନ

ଭୁବନେଶ୍ବର: ଓଡ଼ିଶାର ଯୁବ ହ୍ୟାଣ୍ଡବଲ ଖେଳାଳି ଆର୍ଯ୍ୟନ ବ୍ରାହ୍ମିନ୍ ଭାରତୀୟ ୧୬ବର୍ଷରୁ କମ୍‌ ବାଳକ ଦଳରେ ସ୍ଥାନ ପାଇଛନ୍ତି। ଚଳିତ ଏପ୍ରିଲ ୧୩ରୁ ୧୮ ପର୍ୟ୍ୟନ୍ତ ସ୍ପେନରେ ଲିରୋଟ୍‌ କପ ହ୍ୟାଣ୍ଡବଲ ପ୍ରତିଯୋଗିତା ଖେଳାଯିବ। ଏଥିପାଇଁ ଭାରତୀୟ ହ୍ୟାଣ୍ଡବଲ ମହାସଂଘ ପକ୍ଷରୁ ଭାରତୀୟ ଦଳ ମନୋନୟନ କରାଯାଇଛି। ଦଳରେ ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ଆର୍ଯ୍ୟନ ସ୍ଥାନ ପାଇଛନ୍ତି। ଡିପିଏସ୍‌ କଳିଙ୍ଗରେ ୧୦ମ ଶ୍ରେଣୀ​‌ରେ ଅଧ୍ୟୟନ କରୁଥିବା ଆର୍ଯ୍ୟନ ଗତ ୨୦୧୮ରେ ପ୍ରଥମ ଓଡ଼ିଆ ଭାବେ ଇଂଲଣ୍ଡରେ ଆୟୋଜିତ ୧୬ ବର୍ଷରୁ କମ୍‌ କପ୍‌ ହ୍ୟାଣ୍ଡବଲ ଚମ୍ପିଆନସିପ୍‌ରେ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories