www.samajalive.in
Friday, December 12, 2025
19.1 C
Bhubaneswar

ରାସ୍ତାରୁ ୪ ମୃତଦେହ ଉଦ୍ଧାର

ଭବାନୀପାଟଣା – କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅଧିନର ବଡପୂଝାରୀଗୁଡା ଥାନା ଅନ୍ତର୍ଗତ ପଲାସ ଗ୍ରାମରେ ଶନିବାର ରାତ୍ର ପ୍ରାୟ ୮ଘଣ୍ଟା ସମୟରେ କୌଣସି ଦୁର୍ବୁତ୍ତ ନକୁଳ ନାଏକ (୪୦), ସୁଦ୍ଦର୍ଶନ ନାଏକ (୪୨), ଲିଙ୍ଗରାଜ ନାଏକ(୩୮) ଏବଂ ଉପେନ୍ଦ୍ର ଶବର (୩୦) ଙ୍କୁ ଗାଁ ଦାଣ୍ଡରେ ନିର୍ମମ ହତ୍ୟା କରାଯାଇଛି । ଜୟପାଟଣା ଆଇଆଇସି ଏସ୍ .କେ. ସାହୁ ଖବର ପାଇଁ ଘଟଣା ସ୍ଥଳକୁ ଯାଇଛନ୍ତି । ଏହି ଜଘନ୍ୟ ହତ୍ୟା ର କାରଣ ବର୍ତ୍ତମାନ ଜଣାପଡିନାହିଁ ।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories