www.samajalive.in
Thursday, December 11, 2025
13.1 C
Bhubaneswar

ଜାଣନ୍ତୁ ମତଦାନ କେନ୍ଦ୍ରକୁ ଭୋଟର କେଉଁ ପରିଚୟ ପତ୍ର ସାଙ୍ଗରେ ନେଇ ପାରିବେ

ନୂଆଦିଲ୍ଲୀ : ଆଗାମୀ ନିର୍ବାଚନରେ ଭୋଟ ଦେବା ପାଇଁ ମତଦାତା ମାନଙ୍କୁ ଫଟୋ ଭୋଟର ସ୍ଲିପ୍‍ ସହିତ ବିଭିନ୍ନ ପ୍ରକାରର ପରିଚୟ ପତ୍ର ମଧ୍ୟରୁ ଯାହାକୁ ମଧ୍ୟ ସାଙ୍ଗରେ ନେଇ ଭୋଟ ଦେଇ ପାରିବେ। ଏ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ମତଦାତାମାନେ  ଫଟୋ ପରିଚୟ ପତ୍ର,  ଡ୍ରାଇଭିଂ ଲାଇସେନ୍ସ, କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟ, ରାଷ୍ଟ୍ରୀୟ ଉଦ୍ୟୋଗ ଓ ପବ୍ଲିକ୍‍ ଲିମିଟେଡ୍‍ କମ୍ପାନି ଦ୍ୱାରା ଦିଆଯାଇଥିବା ଫଟୋ ସହ ସେବା ପରିଚୟପତ୍ର, ବ୍ୟାଙ୍କ ଓ ଡାକଘର ପକ୍ଷରୁ ଫଟୋ ସହିତ ମିଳିଥିବା ପାସ୍‍ବୁକ୍‍, ଶ୍ରମମନ୍ତ୍ରଣାଳୟ ପକ୍ଷରୁ ଯୋଜନାଗୁଡ଼ିକ ଅଧୀନରେ ମିଳିଥିବା ସ୍ୱାସ୍ଥ୍ୟବୀମା ସ୍ମାର୍ଟ କାର୍ଡ, ଏମ୍‍ପି,ଏମ୍‍ଏଲ୍‍ଏ ଓ ଏମ୍‍ଏଲ୍‍ସିମାନଙ୍କରୁ ମିଳିଥିବା ସରକାରୀ ପରିଚୟପତ୍ର, ମନରେଗା ଜବ୍‍ କାର୍ଡ, ଫଟୋ ସହ ପେନ୍‍ସନ୍‍ ପ୍ରମାଣପତ୍ର, ଏନ୍‍.ପି.ଆର୍‍. ଅଧୀନରେ ଆର୍‍ଜିଆଇ ଦ୍ୱାରା ଦିଆଯାଇଥିବା ସ୍ମାର୍ଟ କାର୍ଟ, ପାସ୍‍ପୋର୍ଟ, ପ୍ୟାନ୍‍କାର୍ଡ ଓ ଆଧାରକାର୍ଡ ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟପତ୍ରକୁ ମତଦାନ କେନ୍ଦ୍ରକୁ ସାଙ୍ଗରେ ନେବାକୁ ପଡ଼ିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories