କେନ୍ଦୁଝର : ଚମ୍ପୁଆର କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ କାରରୁ ଟଙ୍କା ଜବତ ହୋଇଛି । ବିଧାୟକ ପ୍ରାର୍ଥୀ ଯଦୁମଣି ବାରିକଙ୍କ କାରରୁ ନଗଦ ୧ ଲକ୍ଷ ୯୫ ହଜାର ଟଙ୍କା ଜବତ ହୋଇଛି । ଶଙ୍କରପୁର ନିକଟରେ ଏହି ଟଙ୍କା ଜବତ ହୋଇଥିବା ଜଣାପଡିଛି ।
Popular Categories

କେନ୍ଦୁଝର : ଚମ୍ପୁଆର କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ କାରରୁ ଟଙ୍କା ଜବତ ହୋଇଛି । ବିଧାୟକ ପ୍ରାର୍ଥୀ ଯଦୁମଣି ବାରିକଙ୍କ କାରରୁ ନଗଦ ୧ ଲକ୍ଷ ୯୫ ହଜାର ଟଙ୍କା ଜବତ ହୋଇଛି । ଶଙ୍କରପୁର ନିକଟରେ ଏହି ଟଙ୍କା ଜବତ ହୋଇଥିବା ଜଣାପଡିଛି ।
Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!
