www.samajalive.in
Thursday, December 11, 2025
14.1 C
Bhubaneswar

ଏପ୍ରିଲ ମାସରୁ ମହଙ୍ଗା ହେବ ଟାଟା ମୋଟର୍ସ କାର

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସ ନିଜର କିଛି କାରର ଦାମ ବୃଦ୍ଧି କରିବାକୁ ଯାଉଛି। ଯଦି ଆପଣ ଟାଟା ମୋଟର୍ସର କୌଣସି କାର କିଣିବାକୁ ଚାହୁଁଛନ୍ତି, ବହୁଶୀଘ୍ର କିଣିଦିଅନ୍ତୁ। କାରଣ ଏପ୍ରିଲ ମାସରୁ ଟାଟା ମୋଟର୍ସ କିଛି କାର ଉପରେ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯାଉଛି।

courtesy – Business Standard

ଦିନକୁ ଦିନ ଖର୍ଚ୍ଚ ବଢିବା ସହ ବାହ୍ୟ ପରିସ୍ଥିତିକୁ ନଜର ରଖି ଏହି ଦାମ ବୃଦ୍ଧି କରାଯାଇଥିବା ଶନିବାର କମ୍ପାନୀ ତରଫରୁ ସୂଚନା ଦିଆଯାଇଛି। ପୂର୍ବରୁ ଟୟୋଟା ଓ ଜାଗୁଆର ଲ୍ୟାଣ୍ଡ ରୋଭର ନିଜର କିଛି ମଡେଲ ଏପ୍ରିଲ ମାସରେ ବୃଦ୍ଧି କରିବାକୁ ଯାଉଛି।
ଟାଟା ମୋଟର୍ସ ଅଧ୍ୟକ୍ଷ ମୟଙ୍କ ପାରିକଙ୍କ କହିବା ଅନୁସାରେ ବଜାର ସ୍ଥିତି ପରିବର୍ତ୍ତନ, ବାହ୍ୟ ଆର୍ଥୀକ ସ୍ଥିତି କାର ଦାମ ବଢାଇବା ପାଇଁ ବାଧ୍ୟ କରିଛି। ବର୍ତ୍ତମାନ ଟାଟା ମୋଟର୍ସ ପ୍ରିମିୟମ ଏସୟୁଭି ଠାରୁ ଆରମ୍ଭ କରି ହେକ୍ସା ପର୍ଯ୍ୟନ୍ତ ବିକ୍ରି କରାଯାଉଛି ଯାହାର ମୂଲ୍ୟ ୨.୩୬ ଲକ୍ଷ ଠାରୁ ଆରମ୍ଭ କରି ୧୮.୩୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories