www.samajalive.in
Monday, December 8, 2025
24.1 C
Bhubaneswar

ମର୍ମନ୍ତୁଦ ଦୁର୍ଘଟଣା : ଚାଳକ ସମେତ ଗୋଟିଏ ପରିବାରର ୧୦ ମୃତ

ରାମଗଡ଼ : ଝାଡଖଣ୍ଡ ରାଜଧାନୀ ରାଞ୍ଚିର ୩୩ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଶନିବାର ପାଟଣାର ୩୩ ନମ୍ବର ଜାତୀୟ ରାଜପଥରେ ପୈଙ୍କି ମୋଡରେ ଗୋଟିଏ  ଇନୋଭା ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ମୃତ୍ୟୁ ବରଣ କରିଥିବା ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି। ଟ୍ରକ ଏବଂ ଏକ ଇନୋଭା ମଧ୍ୟରେ ଏତେ ଜୋରରେ ଧକ୍କା ହୋଇଥିଲା ଯେ, ଇନୋଭାରେ ଥିବା ସମସ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଗୋଟଏ ପରିବାରର ଜଣେ ମଧ୍ୟ ସଦସ୍ୟ ବଞ୍ଚିନାହାଁନ୍ତି ।

ମୃତ ଦେହକୁ ରାମଗଡ଼ର ସଦର ଡାକ୍ତରଖାନାରେ ରଖାଯାଇଛି । ଘଟଣାସ୍ଥଳରେ ହିଁ ସମସ୍ତଙ୍କର ମୃତ୍ୟୁ ଘଟିଥିଲା । ଇନୋଭାରେ ଥିବା ଲୋକମାନେ ବିହାରର ବକ୍ସର ଗାଁରେ ଠାକୁରଙ୍କ ପାଖରେ  ପିଲାମାନଙ୍କର ଚୁଟି ପକାଇ ରାଞ୍ଚି ଫେରୁଥିଲେ। ସେମାନଙ୍କ ପାଖରୁ ମିଳିଥିବା ମୋବାଇଲରୁ ପୁଲିସ ତାଙ୍କ ବନ୍ଧୁ ପରିଜନଙ୍କୁ ଏହି ଘଟଣା ବିଷୟରେ ଜଣାଇଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories