www.samajalive.in
Sunday, December 7, 2025
15.1 C
Bhubaneswar

ସଧବା ନାରୀର ଶୃଙ୍ଗାର ଚୁଡି

ମହିଳାମାନେ ଚୁଡି ପିନ୍ଧିବା ଦ୍ବାରା ସେମାନଙ୍କ ସ୍ବାମୀଙ୍କ ପାଇଁ ଶୁଭ ହୋଇଥାଏ। ଏହା ସଧବା ନାରୀମାନଙ୍କ ପ୍ରତୀକ ଅଟେ। ବିବାହିତ ନାରୀମାନଙ୍କ ଶୃଙ୍ଗାର ମଧ୍ୟରୁ ଚୁଡି ଅନ୍ୟତମ। ବିବାହିତ ନାରୀମାନଙ୍କ ଚୁଡି ସହ ଅନେକ କିଛି ବିଶେଷ ତଥ୍ୟ ରହିଛି। ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ ..

ବିବାହିତ ନାରୀମାନେ ତମ୍ବାର କୌଣସି ଚୁଡି ପିନ୍ଧିବା ଉଚିତ ନୁହେଁ। ଏପରି କରିବା ଦ୍ବାରା ସ୍ବାମୀଙ୍କ ଉପରେ ବିପତ୍ତି ପଡିଥାଏ। ବେଳେବେଳେ ଦେଖାଯାଇଥାଏ ଯେ, ନାରୀମାନେ ଚୁଡି ପିନ୍ଧିବା ବେଳେ ତାହା ଭାଙ୍ଗି ଯାଇଥାଏ। ସେହି ଚୁଡିକୁ ଏଣେତେଣେ ଫୋପାଡିବା ଅନୁଚିତ। କାରଣ ତାହା ସଧବା ନାରୀଙ୍କ ପ୍ରତୀକ ଅଟେ। ଭାଙ୍ଗି ଯାଇଥିବା ଚୁଡିକୁ ପ୍ରଥମେ ୩ଥର ମୁଣ୍ଡରେ ମାରି ଏକ କାଗଜରେ ଗୁଡାଇ ପକାଇବା ଉଚିତ। ଏପରି କରିବା ଦ୍ବାରା ଆପଣଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ।

- Advertisement -

ବେଳେବେଳେ ଚୁଡି ପିନ୍ଧିବା ବେଳେ ଦେଖାଯାଇଥାଏ ଯେ, ତାହା ଫାଟି ଯାଇଛି। ଫାଟି ଯାଇଥିବା ଚୁଡିକୁ ପିନ୍ଧିବା ଅନୁଚିତ। କାରଣ ଏହାଦ୍ବାରା ସ୍ବାମୀଙ୍କ ପାଇଁ ଦୁର୍ଭାଗ୍ୟ ଆସିଥାଏ।

ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି ଯେ, ମହିଳାମାନେ ଦୁଇ ହାତରେ ସମାନ ସଂଖ୍ୟାରେ ଚୁଡି ପିନ୍ଧିବା ଅନୁଚିତ। ଡାହାଣ ହାତ ଅପେକ୍ଷା ବାମ ହାତରେ ଦୁଇଟି ଅଧିକ ଚୁଡି ପିନ୍ଧିବା ଉଚିତ। ଏପରି କରିବା ଦ୍ବାରା ସ୍ବାମୀଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ।

ମହିଳାମାନେ ଚୁଡି ପିନ୍ଧିବା ବେଳେ ଭୁଲରେ ବି କେଶ ଖୋଲା ରଖିବା ଉଚିତ ନୁହେଁ। ଏପରି କରିବା ଦ୍ବାରା ସ୍ବାମୀ ଗରିବ ହୋଇ ଯାଆନ୍ତି। ଏହାର ପ୍ରଭାବ ଶାଶୂ ଘରେ ଓ ବାପ ଘରେ ମଧ୍ୟ ପଡିଥାଏ ତେଣୁ ସର୍ବଦା କେଶ ବାନ୍ଧି ମୁଣ୍ଡରେ ଓଢଣା ଦେଇ ଚୁଡି ପିନ୍ଧିବା ଉଚିତ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories