www.samajalive.in
Monday, December 8, 2025
24.1 C
Bhubaneswar

ହ୍ୟୁମାନଙ୍କ ପରଲୋକ ପରେ ସଂଘାତିକ ଅଭିଯୋଗ ଆଣିଲେ ମାଆ

ଭୁବନେଶ୍ୱର: ହ୍ୟୁମାନ ସାଗରଙ୍କ ପରଲୋକ ପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ମାଆ । ସେ କହିଛନ୍ତି ଯେ ‘ମୋ ପୁଅକୁ ୟୁଜ୍‌ କରାଯାଉଥିଲା’ ଦେହ ଖରାପ ସତ୍ତେ୍ୱ ତାକୁ ଷ୍ଟେଜ୍‌ ସୋ’କୁ ନେଉଥିଲେ । ପୁଅର ମୃତ୍ୟୁ ପାଇଁ ଯିଏ ଦାୟୀ ତାକୁ ଧରାଯାଉ ବୋଲି ହ୍ୟୁମାନଙ୍କ ମା କାନ୍ଦି କାନ୍ଦି କହିଛନ୍ତି ।

ସେ ମଞ୍ଚରେ ଚଢ଼ିଲେ ମତୁଆଲା ହେଉଥିଲେ ଶ୍ରୋତା। କେତେବେଳେ ସଙ୍ଗୀତରେ ପ୍ରେମ ଭରୁଥିଲେ ଆଉ କେତେବେଳେ ବିରହ ବେଦନା ଦେଉଥିଲେ। ପୁଣି ଭକ୍ତିସଙ୍ଗୀତରେ ଶ୍ରୋତାଙ୍କୁ ବାନ୍ଧି ରଖିଥିଲେ। ଆଲବମ ହେଉ ଅବା ଚଳଚ୍ଚିତ୍ର ସବୁଥିରେ ସେ ପ୍ରଶଂସା ସାଉଁଟି ଶ୍ରୋତାଙ୍କ ହୃଦୟରେ ରହିଥିଲେ। ଶେଷରେ ଜୀବନଯୁଦ୍ଧରେ ହାରିଗଲେ ଉଦୀୟମାନ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ସୋମବାର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ତାଙ୍କୁ ୩୬ ବର୍ଷ ହୋଇଥିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories