www.samajalive.in
Friday, December 5, 2025
23.1 C
Bhubaneswar

୩୦ପୂର୍ବରୁ ଏହି ରାଶିରେ ବର୍ଷିବ ଧନ, କେତେ କ୍ଷତି ସହିବେ

ସମାଜ ଡିଜିଟାଲ ଡେସ୍କ: ନଭମ୍ବେରରେ କିଛି ପ୍ରଭାବଶାଳୀ ଗ୍ରହଙ୍କ ଗୋଚର ସହିତ ଏହି ମାସରେ ରାଜଯୋଗ ରହିଛି । ପଞ୍ଚାଙ୍ଗ ଅନୁସାରେ ୧୧ତମ ମାସ ହୋଇଥିବାରୁ ଚନ୍ଦ୍ର ୧୩ଥର ଗୋଚର କରିବେ, ଏବଂ ସୂର୍ଯ୍ୟ ତୁଳା ଓ ବିଛା ରାଶିକୁ ଗୋଚର କରିବେ । ଏହା ବ୍ୟତୀତ ମଙ୍ଗଳ, ଶୁକ୍ର ଏବଂ ବୃହସ୍ପତି ମଧ୍ୟ ରାଶିଖୁ ଗୋଚର କରିବେ । ସମସ୍ତ ଗ୍ରହର ପ୍ରଭାବ ଏହି ମାସରେ ପ୍ରତ୍ୟେକ ବ୍ୟକ୍ତିିଙ୍କ ଜୀବନକୁ ସମୟ ସମୟରେ ପ୍ରଭାବିତ କରିବ । ବିଶେଷ କରି ଆର୍ଥିକ ପରିସ୍ଥିତିରେ ଉତ୍ଥାନ ପତନ ରହିବ ।

ମେଷ: ଶୁକ୍ରଙ୍କ ପ୍ରଭାବରରୁ ନଭେମ୍ବରରେ ଆପଣଙ୍କ ଆର୍ଥିକ ସ୍ଥିତିରେ ସାମାନ୍ୟ ଉନ୍ନତି ହେବ । ଶନି ଦେବଙ୍କ ଆଶୀର୍ବାଦରୁ କୌଣସି ସ୍ଥାନରେ ଅଟକି ରହିଥିବା ଟଙ୍କା ଫେରି ପାଇବେ । ଖର୍ଚ୍ଚ ଅଧିକ ରହିବ ଚଳିତ ମାସରେ । କଠିନ ପରିଶ୍ରମର ଫଳ ତୁରନ୍ତ ମିିଳିବା ଅପେକ୍ଷା ବିଳମ୍ବ ହେବ । ଧନର ଦେବତା ବୃହସ୍ପତିଙ୍କ ଗମନର ଶୁଭ ପ୍ରଭାବ ଯୋଗୁଁ ଆପଣ ଶୀଘ୍ର ସ୍ଥାୟୀ ସମ୍ପତ୍ତିର ଆନନ୍ଦ ଅନୁଭବ କରିପାରନ୍ତି । ପରିବରର ସଦସ୍ୟଙ୍କ ଠାରୁ ଆର୍ଥିକ ଲାଭ ପାଇବେ ।

- Advertisement -

୧୧ ନଭେମ୍ବରରୁ ବୃହସ୍ପତି ପଛକୁ ଗତି କରିବେ, ଯାହା ଆପଣଙ୍କ ଆର୍ଥିକ ପ୍ରଗତିକୁ ମନ୍ଥର କରିବ । ସମ୍ପତ୍ତିରେ ନିବେଶ କିମ୍ବା କାର କିଣିବାଠାରୁ ଦୂରେଇ ରହିବା ଭଲ । ମଙ୍ଗଳ ଆପଣଙ୍କ କୁଣ୍ଡଳୀର ୮ମ ଘରେ ରହିବ, ଏହି ସମୟରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ବାଧ୍ୟ କରିବ । ଯାହା ଫଳରେ ଆର୍ଥିକ ଲାଭ ହେବ, କିନ୍ତୁ ଖର୍ଚ୍ଚ ଅଧିକ ରହିବ । ୨୩ ତାରିଖ ପୂର୍ବରୁ ବୁଧ ଆପଣଙ୍କୁ ଅଜ୍ଞାତ ଉତ୍ସରୁ ଆର୍ଥିକ ଲାଭ ଆଣିବ । ଏହା ଅନେକ ସମସ୍ୟାର ସମାଧାନ କରିବ ।

 

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories