www.samajalive.in
Friday, December 5, 2025
23.1 C
Bhubaneswar

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ ପାଇଁ ହଜାର ହଜାର ଯାତ୍ରୀ ବିମାନବନ୍ଦରରେ ଫସି ରହିଛନ୍ତି । କେବଳ ମୁମ୍ବାଇ ବିମାନବନ୍ଦରରେ, ଗୁରୁବାର ୧୧୮ଟି ବିମାନ ବାତିଲ୍ କରାଯାଇଥିଲା । ଅଧିକାଂଶ ଉଡାଣ ୨-୩ ଘଣ୍ଟାରୁ ଅଧିକ ବିଳମ୍ବ ହୋଇଥିଲା ।  ଜରୁରୀକାଳୀନ ଟିକଟ ବୁକିଂ କରୁଥିବା ଯାତ୍ରୀମାନେ କ୍ଷତିର ସମ୍ମୁଖୀନ ହୋଇଥିଲେ । ଅଧିକ ଭଡ଼ା ଦେଇ ମଧ୍ୟ ଘଣ୍ଟା ଘଣ୍ଟା ଧରି ବୋର୍ଡିଂ ଗେଟରେ ଫସି ରହିଥିଲେ । ଯାହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିମାନବନ୍ଦର ଆଜି ମଧ୍ୟରାତ୍ରୀ ପର୍ଯ୍ୟନ୍ତ ସମସ୍ତ ଇଣ୍ଡିଗୋ ବିମାନ ସେବା ବାତିଲ କରିଛି ।

ଅନେକ ବିମାନବନ୍ଦରରେ ଯାତ୍ରୀମାନେ ଚାଲିଥିବା ବାଧା ଉପରେ ଗଭୀର ହତାଶା ପ୍ରକାଶ କରିଛନ୍ତି । ଆଜି ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏୟାରଲାଇନ୍ସର ଆଗମନ ଏବଂ ପ୍ରସ୍ଥାନ ବାତିଲ୍ କରାଯାଇଛି । ବେଙ୍ଗାଲୁରୁ ରେ ୧୦୨ଟି ବିମାନସେବା ବାତିଲ୍ ହୋଇଛି । ମୁମ୍ବାଇରେ ୧୦୪ଟି ଉଡ଼ାଣ ବାତିଲ୍ କରାଯାଇଛି । ହାଇଦ୍ରାବାଦରେ ୯୨ଟି ବାତିଲ୍ କରାଯାଇଛି ।

Hot this week

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

Related Articles

Popular Categories