ମୁଖ୍ୟଖବର
* ଦକ୍ଷିଣ ଓଡ଼ିଶାରେ ପ୍ରଭାବ ଦେଖାଇଲାଣି ବଙ୍ଗୋପସାଗରରେ ସୃଷ୍ଠ ବାତ୍ୟା ମନ୍ଥା . . ଗଞ୍ଜାମ ଗଜପତିରେ ପ୍ରବଳ ବର୍ଷା, ଗୋପାଳପୁର ବେଳାଭୂମି ଅଶାନ୍ତ
* ସ୍ଥଳଭାଗ ଛୁଇଁବାକୁଥିବା କାକିନାଡାରେ ପ୍ରବଳ ବର୍ଷା . . . ପବନର ବେଗ ୯୦ରୁ ୧୦୦କିମି ରହିବା ସମ୍ଭାବନା . . .
*ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ . .. ରାଜୀବ ଭବନରେ ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ . .. ସନ୍ଧ୍ୟା ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର ନିର୍ଦେଶ . . .
*ବଣାଇରେ ବ୍ୟବସାୟୀଙ୍କ ଘରେ ପଶି ୪୦ଭରି ସୁନା ଲୁଟିଲେ ଦୁର୍ବୃତ୍ତ . . . ମହିଳା ଓ ଝିଅକୁ ବାନ୍ଧି ଲୁଟି ଫେରାର ହେଲେ ଦୁର୍ବୃତ୍ତ
*ଆଜି ସାରା ଦେଶରେ ଏସଆଇଆର ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ . .. ଅପରାହ୍ନ ୪ଟା ୧୫ରେ ଦେବେ ସୂଚନା
*ଦେଶରେ ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ନଭେମ୍ବର ୨୪ରେ ନେବେ ଶପଥ



