www.samajalive.in
Friday, December 5, 2025
27.1 C
Bhubaneswar

ଆଖି ବୁଜିଲେ ବରିଷ୍ଠ ହାସ୍ୟାଭିନେତା ଗୋବର୍ଦ୍ଧନ ଅସରାନି.. ୮୪ ବର୍ଷ ବୟସରେ ପରଲୋକ..

ସମାଜ ନ୍ୟୁଜ ଡେସ୍କ:: ଆରପାରିରେ ବଲିଉଡର ବିଶିଷ୍ଟ ହାସ୍ୟାଭିନେତା ଅସରାନି । ୮୪ ବର୍ଷ ବୟସରେ ଇହଲୀଳା ତ୍ୟାଗ କରିଛନ୍ତି ଏହି ମହାନ କଳାକାର । ପ୍ରାୟ ଦୁଇ ଦଶନ୍ଧି ଧରି ବଲିଉଡରେ ରାଜ କରିଥିଲେ । ହାସ୍ୟାଭିନେତା ଭାବରେ ବେଶ୍ ସୁନାମ ଅର୍ଜନ କରିଥିଲେ । ଅସରାନିଙ୍କ ପ୍ରକୃତ ନାଁ ଗୋବର୍ଦ୍ଧନ ଅସରାନି ।

- Advertisement -

୧୯୪୧ ମସିହା ଜାନୁଆରୀ ୧ ରେ ଜନ୍ମ ଗ୍ରହଣ କରିଥିଲେ । ୩୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ବିନୋଦ ଖାନାଙ୍କ ସହ ପ୍ରାୟ ୨୫ଟି ଫିଲ୍ମରେ କରିଥିଲେ ଅଭିନୟ ।  ‘ଚଲ୍ ମୁରାରୀ ହିରୋ ବନନେ’..ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଲିଡ୍ ରେ ଆସିଥିଲେ ଅସରାନି । କିଛି ଗୁଜୁରାଟୀ ଫିଲ୍ମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା । ତାଙ୍କର ବିୟୋଗରେ ବଲିଉଡ ତଥା ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories