www.samajalive.in
Monday, December 8, 2025
24.1 C
Bhubaneswar

ଘାଟିରୁ ଓଲଟି କାର ଉପରେ ଖସି ପଡ଼ିଲା ଯାତ୍ରୀବାହୀ ବସ୍, ୨୫ରୁ ଅଧିକ ଯାତ୍ରୀ ଆହତ

ସମାଜ ନ୍ୟୁଜ ଡେସ୍କ: ବାଙ୍ଗିରିପୋଷି ସ୍ଥିତ ଦ୍ଵାର ଶୁଣି ଘାଟିରେ କାର ଉପରେ ଓଲଟି ପଡ଼ିଲା ବସ୍ । ଶ୍ରୀ ଗଣେଶ ନାମକ ବସ୍ ତିରିଙ୍ଗିରୁ ବାରିପଦା ଆସୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ଏଥିରେ ୨୫ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତଙ୍କୁ ବାଙ୍ଗିରିପୋଷି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ବିଶୋଇ,ଦ୍ୱାରଶୁଣି ଘାଟି ରାସ୍ତା ମରଣଯନ୍ତା ପାଳଟିଥିବା ବେଳେ ଘାଟି ଜାମ ରହିବା ପଥଚାରୀଙ୍କ ପାଇଁ ଯମଦଣ୍ଡ ଏବେ ସାଜିଛି । ପ୍ରତ୍ୟେକ ଦିନ ଘାଟି ଜାମ ରହୁଥିବା ବେଳେ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି । ଶନିବାର ଦିନ ୧୧ ସମୟରେ ତିରିଂ ରୁ ବାରିପଦା ଯାଉଥିବା ଶ୍ରୀ ଗଣେଶ ନାମକ ଏକ ଯାତ୍ରୀ ବାହୀ ବସ କାର ଉପରେ ଓଲଟି ପଡିଥିଲା ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories