www.samajalive.in
Monday, December 8, 2025
27.1 C
Bhubaneswar

ପିଆଜ କାଟିବା ବେଳେ ଆପଣାନ୍ତୁ ଏହି ଉପାୟ : ଆଖିରୁ ବୋହିବନି ଲୁହ

ସାଧାରଣତଃ ପିଆଜ କାଟିବା ବେଳେ ଆଖି ପୋଡ଼ିବା ସହ ଲୁହ ବାହାରିଥାଏ। ଏହି କାରଣରୁ କିଛି ଲୋକ ପିଆଜ କାଟିବା ପାଇଁ ମଧ୍ୟ ନାପସନ୍ଦ କରନ୍ତି ବା ପଛଘୁଞ୍ଚା ଦିଅନ୍ତି। ହେଲେ ଏପରି କିଛି ଘରୋଇ ଉପାୟ ଅଛି ଯାହାକୁ ଆପଣାଇବା ଦ୍ବାରା ପିଆଜ କାଟିବା ବେଳେ ଆଖିରେ ହେଉଥିବା ଯନ୍ତ୍ରଣା ଓ ପାଣି ବାହାରିବାରୁ ମୁକ୍ତି ପାଇ ପାରିବେ। ତେବେ ଚାଲନ୍ତୁ ଜାଣିବା ସେହିସବୁ ଉପାୟ ବିଷୟରେ –

-ପିଆଜ କାଟିବା ସମୟରେ ପାଟି ବାଟେ ନିଶ୍ବାସ ନେବା ଦ୍ବାରା ଆଖିରୁ ପାଣି ବୋହି ନଥାଏା
-ପିଆଜକୁ ଥଣ୍ଡା କରି କାଟିବା ଦ୍ବାରା ଆଖିରୁ ପାଣି ବାହାରି ନଥାଏା ତେଣୁ ପିଆଜକୁ କାଟିବା ପୂର୍ବରୁ ୨୦ ମିନିଟ୍ ଫ୍ରିଜରେ ରଖି ତା’ପରେ କାଟନ୍ତୁା
-ପାଣିରେ ଓଦା କରି ପିଆଜକୁ କାଟିବା ଦ୍ବାରା ମଧ୍ୟ ଆଖିରୁ ପାଣି ବାହାରି ନଥାଏ। ଏହା ଦ୍ବାରା ପିଆଜରୁ ବାହାରୁଥିବା ରାଗ ଗ୍ୟାସ ଆଖିରୁ ପାଣି ବାହାର କରିବାରେ ଅସଫଳ ହୋଇଥାଏା
-ପିଆଜ କାଟିବା ସମୟରେ ପଙ୍ଖାର ବ୍ୟବହାର କରିବା ଦ୍ବାରା ପିଆଜରୁ ବାହାରୁଥିବା ଗ୍ୟାସ୍ ସିଧାସଳଖ ଆଖିକୁ ଯାଇନଥାଏା ଫଳରେ ଆଖିରୁ ପାଣି ବାହାରି ନଥାଏା

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories