ଜଳେଶ୍ଵର: ଦୁର୍ଗାପୁର ମେଡିକାଲ କଲେଜରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା। ପୀଡିତାଙ୍କ ପରିବାର ସହ ବାଲେଶ୍ଵର ଜିଲ୍ଲା ପ୍ରଶାସନ ଆଲୋଚନା କରିଛି। ଏ ନେଇ ସୂଚନା ଦେଇଛନ୍ତି ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ। ପୁଲିସ୍ ଏବଂ ସମାଜ ମଙ୍ଗଳ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ପ୍ରଶାସନ ଦୁର୍ଗାପୁର ପ୍ରଶାସନ ଓ ପୀଡିତାଙ୍କ ପରିବାର ସହ ଯୋଗାଯୋଗରେ ରହିଛନ୍ତି।
Popular Categories



