www.samajalive.in
Thursday, December 11, 2025
18.1 C
Bhubaneswar

ମୋଦୀଙ୍କ ପୋଷ୍ଟ ଉପରେ ଏପରି ପ୍ରତିକ୍ରିୟା ଦେଲେ ସୂର୍ଯ୍ୟକୁମାର ଯାଦବ

ସମାଜ ଡିଜିଟାଲ ଡେସ୍କ: ଭାରତ ଏସିଆ କପ ଫାଇନାଲ ମ୍ୟାଚ ଜିତି ଚମ୍ପିଆନ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇବା ସହିତ ‘ପଡ଼ିଆରେ ଅପରେସନ ସିନ୍ଦୂର’ ବୋଲି ମନ୍ତବ୍ୟ ଦେଇ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରିଥିଲେ। ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଟିମ ଇଣ୍ଡିଆର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ।

ସୂର୍ଯ୍ୟକୁମାର କହିଛନ୍ତି, ଦେଶର ନେତା ଯେତେବେଳେ ତାଙ୍କ ଆଡୁ ଫ୍ରଣ୍ଟଫୁଟରେ ରହି ବ୍ୟାଟିଂ କରନ୍ତି, ସେତେବେଳେ ବହୁତ ଖୁସି ଅନୁଭବ ହୁଏ। ଏମିତି ଲାଗେ ସେ ଷ୍ଟ୍ରାଇକ ନେଇ ରନ୍‌ କରୁଛନ୍ତି। ସାର ଯେତେବେଳେ ଆଗଧାଡ଼ିରେ ରହିଛନ୍ତି, ଖେଳାଳିମାନେ ନିଶ୍ଚିତଭାବେ ଚାପମୁକ୍ତ ହୋଇ ଖେଳିବେ। ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ସାରା ଦେଶ ଭାରତର ବିଜୟ ଉତ୍ସବ ପାଳନ କରୁଛି। ଆମେ ଯେତେବେଳେ ଭାରତକୁ ଫେରିବୁ, ଆମକୁ ବହୁ ଖୁସି ଅନୁଭବ ହେବ, ଆମେ ଅଧିକ ପ୍ରେରଣା ପାଇବୁ ଏବଂ ଆଗାମୀ ଦିଗରେ ଭଲ ଖେଳିବୁ।

Hot this week

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

Related Articles

Popular Categories